Home Bibles ଯିଶାଇୟ 41:15 · ଓଡ଼ିଆ ବାଇବେଲ
ଯିଶାଇୟ 41:15 · ଓଡ଼ିଆ ବାଇବେଲ

ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ମ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ଯ-ମର୍ଦ୍ଦନ ୟନ୍ତ୍ର ସ୍ବରୂପ କରିବି, ତୁମ୍ଭେ କୃଷକ ଶସ୍ଯକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ଯ କରିବ।

Cross references

ଯିହୋଶୂୟ 17:18

ତୁମ୍ଭମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ନବେ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭମାନେେ ଏଠା ରେ ବୃକ୍ଷ ସଫା କରିପାରିବ। ଏବଂ ଏହାକକ୍ସ୍ଟ ଏକ ସକ୍ସ୍ଟନ୍ଦର ବାସପୋୟୋଗି କରିପାରିବ। ଏବଂ ତୁମ୍ଭେ ଏହାର ମାଲିକାନ ପାଇବ। ତୁମ୍ଭମାନେେ ବଳପୂର୍ବକ କିଣାନୀଯ ଲୋକମାନଙ୍କୁ ସଠାେରକ୍ସ୍ଟ ତଡି ଦିଅ। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିପାରିବ ଯଦିଓ ସମାନେେ ଶକ୍ତିଶାଳୀ ଓ ସମାନଙ୍କେ ପାଖ ରେ ବହକ୍ସ୍ଟତ ଅସ୍ତ୍ରଶସ୍ତ୍ର ଅଛି।

ବିଚାରକର୍ତାମାନଙ୍କ ବିବରଣ 6:16

ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଉତ୍ତର ଦେଲେ, ମୁ ତକ୍ସ୍ଟମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିଯନୀଯମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣଙ୍କ ସହିତ ୟକ୍ସ୍ଟଦ୍ଧ କରୁଛ।

ଆୟୁବ ପୁସ୍ତକ 41:30

ତା'ର ତଳ ପଟରେ ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅ ରେ ଘୋଷାରି ହାଇେ ଗଲା ବେଳେ ବେଙ୍ଗଳା ରେ ବାଡ଼ଇବୋ ପରି ଚିହ୍ନ ଛାଡ଼ିୟାଏ।

ଗୀତସଂହିତା 18:42

ମୁଁ ମାରେ ଶତ୍ରୁମାନଙ୍କୁ ପରାସ୍ତ କରିଛି। ସମାନେେ ଧୂଳି ସଦୃଶ ପବନରେ ଉଡ଼ିୟାଇଛନ୍ତି। ମୁଁ ସମାନଙ୍କେୁ େଛାଟ େଛାଟ ଖଣ୍ଡ କରି ପେଶି ଦଇେଛି।

ଯିଶାଇୟ 21:10

ଯିଶାଇୟ କହିଲେ, ହେ ମାରେ ଲୋକମାନେ, ମୁଁ ଇଶ୍ରାୟେଲ ପରମେଶ୍ବର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭମାନେେ ଶସ୍ଯ ଖଳା ରେ ଶସ୍ଯପରି ଦଳିଦବେ।'

ଯିଶାଇୟ 28:27

କୃଷକ କ'ଣ କଳାଜିରାକୁ କୌଣସି ତୀକ୍ଷ୍ମ ପତ୍ର ରେ ପଷେେ ? ସେ କ'ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ ? ସେ ୟଷ୍ଟି ବ୍ଯବହାର କରି ସମାନଙ୍କେୁ ଅମଳ କରେ।

ମୀଖା 4:13

ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

ହବକକୂକ 3:12

କୋର୍ଧ ରେ ତୁମ୍ଭେ ପୃଥିବୀ ଉପ ରେ ଗ୍ଭଲିଲ ଏବଂ ଦେଶଗୁଡିକୁ ଦଣ୍ତ ଦଲେ।

ଯିଖରିୟ 4:7

ହେ ମହାନ୍ ପର୍ବତ! ତୁମ୍ଭେ କଣ? ୟିରୁଦ୍ଦାବିଲ ସମ୍ମୁଖ ରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। 'ପରମେଶ୍ବରଙ୍କର ଏହା ଉପ ରେ କୃପା ହେଉ! ଧ୍ବନି ମଧିଅରେ ସେ କଣର ପ୍ରସ୍ତର ଆଣିବ।'

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:4

ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।

Interlinear

Choose Theme