ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହବେ: 'ତୁମ୍ଭର ପାପ କ୍ଷମା କରି ଦିଆଗଲା' ନା 'ଉଠ, ଚାଲିବା ଆରମ୍ଭ କର'?
Cross references
ସେତବେେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହାଇେ ଦେଖିପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣ ରେ ଶ୍ରବଣ କରିବେ।
ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ: 'ତୁମ୍ଭ ପାପ ଗୁଡିକୁ କ୍ଷମା କରି ଦିଆଗଲା।' ନା' ତାକୁ କହିବା: 'ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଚାଲ।'
କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା ଯେ ଉଠ ଓ ଚାଲ?'
ତା'ପରେ ଯୀଶୁ କହିଲେ, ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଚାଲ।
କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, ମାରେ ପିତା ସର୍ବଦା କାର୍ୟ୍ଯରତ, ଅତଏବ ମୁଁ ମଧ୍ଯ କାର୍ୟ୍ଯ କରେ।
କିନ୍ତୁ ପିତର କହିଲେ, ମାେ ପାଖ ରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଉଠି ଚ଼ାଲ।
ଏ ଯେଉଁ ଲୋକକୁ ତୁମ୍ଭମାନେେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମ ରେ ଶକ୍ତି ପାଇ ଚ଼ାଲି ପାରିଲା। ଯୀଶୁଙ୍କ ନାମ ରେ ଆମ୍ଭମାନଙ୍କର ବିଶ୍ବାସ ଅଛି। ହଁ, କବଳେ ଯୀଶୁଙ୍କ ଉପରେ ଥିବା ବିଶ୍ବାସ ତାକୁ ସମ୍ପୁର୍ଣ୍ଣ ରୂପେ ଆରୋଗ୍ୟ କରି ଦଲୋ ଆଉ ତାହା ତୁମ୍ଭମାନେେ ଦେଖିଲ।
ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା?
ପିତର ତାହାକୁ କହିଲେ, ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ ରେ ସେ ଉଠିଗଲା।
ଲୁସ୍ତ୍ରା ରେ ଗୋଟିଏ େଛାଟା ଥିଲା। ସେ ଲୋକଟି ଜନ୍ମରୁ େଛାଟା ଥିଲା। ସେ କବେେ ଚାଲି ପାରୁନଥିଲା।