Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 14:8 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 14:8 · ଓଡ଼ିଆ ବାଇବେଲ

ଲୁସ୍ତ୍ରା ରେ ଗୋଟିଏ େଛାଟା ଥିଲା। ସେ ଲୋକଟି ଜନ୍ମରୁ େଛାଟା ଥିଲା। ସେ କବେେ ଚାଲି ପାରୁନଥିଲା।

Cross references

ଯୋହନଲିଖିତ ସୁସମାଚାର 5:3

ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡିକରେ ପଡିରହୁଥିଲେ। ସମାନଙ୍କେ ମଧ୍ଯରୁ କେତକେ ଅନ୍ଧ, େଛାଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ।

ଯୋହନଲିଖିତ ସୁସମାଚାର 5:7

ସେ ରୋଗୀଟି ଉତ୍ତର ଦଲୋ, ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ୟିବା ରେ ସାହାୟ୍ଯ କରିବା ପାଇଁ ମାରେ କହେି ଲୋକ ନାହାଁନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ୟିବା ପାଇଁ ଚେଷ୍ଟା କଲା ବେଳେ ଅନ୍ୟ ଜଣେ ମାେ ପୂର୍ବରୁ ପାଣି ଭିତରକୁ ଚାଲିଯାଆନ୍ତି।

ଯୋହନଲିଖିତ ସୁସମାଚାର 9:1

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:2

ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:9

ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା?

Interlinear

Choose Theme