Home Bibles ମାର୍କଲିଖିତ ସୁସମାଚାର 2:9 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 2:9 · ଓଡ଼ିଆ ବାଇବେଲ

ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ: 'ତୁମ୍ଭ ପାପ ଗୁଡିକୁ କ୍ଷମା କରି ଦିଆଗଲା।' ନା' ତାକୁ କହିବା: 'ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଚାଲ।'

Cross references

ମାଥିଉଲିଖିତ ସୁସମାଚାର 9:5

ଏହି ପକ୍ଷାଘାତ ରୋଗୀଟିକୁ କେଉଁ ବିଷୟଟି କହିବା ଅଧିକ ସହଜ ହବେ: 'ତୁମ୍ଭର ପାପ କ୍ଷମା କରି ଦିଆଗଲା' ନା 'ଉଠ, ଚାଲିବା ଆରମ୍ଭ କର'?

ଲୂକଲିଖିତ ସୁସମାଚାର 5:22

କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?

Interlinear

Choose Theme