Home Bibles ମାଥିଉଲିଖିତ ସୁସମାଚାର 9:21 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 9:21 · ଓଡ଼ିଆ ବାଇବେଲ

ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।

Cross references

ମାର୍କଲିଖିତ ସୁସମାଚାର 5:26

ଅନକେ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହାଇେ ପଡିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହାଇେ ଯାଇଥିଲା। ତଥାପି ତା'ର ସ୍ବାସ୍ଥ୍ଯ ରେ କୌଣସି ଉନ୍ନତି ଘଟୁ ନଥିଲା। ବରଂ ତା'ର ଦହେ ଅତ୍ଯଧିକ ଖରାପ ହାଇେ ଯାଉଥିଲା।

ଲୂକଲିଖିତ ସୁସମାଚାର 8:45

ସେତବେେଳେ ଯୀଶୁ ପଚାରିଲେ, ମାେତେ କିଏ ଛୁଇଁଲା?

ରେରିତମାନଙ୍କ କାର୍ଯ୍ୟର ବିବରଣ 19:12

ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନଇେ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସମାନେେ ରୋଗରୁ ସୁସ୍ଥ ହାଇଯୋଉଥିଲେ। ସମାନଙ୍କେ ମଧ୍ଯରୁ ଭୂତାତ୍ମା ମଧ୍ଯ ଚ଼ାଲିଯାଉଥିଲା।

Interlinear

Choose Theme