Home Bibles ମାର୍କଲିଖିତ ସୁସମାଚାର 5:26 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:26 · ଓଡ଼ିଆ ବାଇବେଲ

ଅନକେ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହାଇେ ପଡିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହାଇେ ଯାଇଥିଲା। ତଥାପି ତା'ର ସ୍ବାସ୍ଥ୍ଯ ରେ କୌଣସି ଉନ୍ନତି ଘଟୁ ନଥିଲା। ବରଂ ତା'ର ଦହେ ଅତ୍ଯଧିକ ଖରାପ ହାଇେ ଯାଉଥିଲା।

Cross references

ଆୟୁବ ପୁସ୍ତକ 13:4

କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।

ଗୀତସଂହିତା 108:12

ହେ ପରମେଶ୍ବର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାୟ୍ଯ କର। ଲୋକମାନେ ଆମ୍ଭକୁ ସାହାୟ୍ଯ କରିପାରିବେ ନାହିଁ।

ଯିରିମିୟ 8:22

ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

ଯିରିମିୟ 30:12

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର କ୍ଷତ ଦୁରା ରୋଗ୍ଯ ଓ ତୁମ୍ଭମାନଙ୍କର ଘା କବେେ ପୂରଣ ହବେ ନାହିଁ।

ଯିରିମିୟ 51:8

ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହାଇେଛି। ତାହା ପାଇଁ କ୍ରନ୍ଦନ କର, ତାହାର ବଦନୋ ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହାଇପୋରିବ।

Interlinear

Choose Theme