Home Bibles ଲୂକଲିଖିତ ସୁସମାଚାର 8:45 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:45 · ଓଡ଼ିଆ ବାଇବେଲ

ସେତବେେଳେ ଯୀଶୁ ପଚାରିଲେ, ମାେତେ କିଏ ଛୁଇଁଲା?

Cross references

ମାର୍କଲିଖିତ ସୁସମାଚାର 5:30

ସହେି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କ ଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡି ପଚାରିଲେ, ମାରେ ବସ୍ତ୍ର କିଏ ଛୁଇଁଲା।

ଲୂକଲିଖିତ ସୁସମାଚାର 5:5

ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

ଲୂକଲିଖିତ ସୁସମାଚାର 9:13

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

Interlinear

Choose Theme