ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନଇେ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସମାନେେ ରୋଗରୁ ସୁସ୍ଥ ହାଇଯୋଉଥିଲେ। ସମାନଙ୍କେ ମଧ୍ଯରୁ ଭୂତାତ୍ମା ମଧ୍ଯ ଚ଼ାଲିଯାଉଥିଲା।
Cross references
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
ଇଲୀଶାୟଙ୍କ ମୃତ୍ଯୁପରେ ଲୋକମାନେ ତାଙ୍କୁ କବର ଦେଲେ।
ଯେଉଁମାନେ ମାେତେ ବିଶ୍ବାସ କରିବେ, ସମାନେେ ତାର ପ୍ରମାଣ ସ୍ବରୂପ ଏହି ସବୁ କାମ କରିବାକୁ ସକ୍ଷମ ହବେେ: ସମାନେେ ଲୋକମାନଙ୍କଠାରୁ ମାେ ନାମ ରେ ଭୂତମାନଙ୍କୁ ବାହାର କରି ଦଇେ ପାରିବେ। କବେେ ହେଲେ ଶିଖି ନଥିବା ନୂଆନୂଆ ଅନକେ ଭାଷା ରେ କଥାବାର୍ତ୍ତା କରିବେ।
ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।