Home Bibles ମାଥିଉଲିଖିତ ସୁସମାଚାର 7:15 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 7:15 · ଓଡ଼ିଆ ବାଇବେଲ

ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।

Cross references

ଦିତୀୟ ବିବରଣ 13:1

ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,

ଯିଶାଇୟ 9:15

ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।

ଯିଶାଇୟ 56:10

ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।

ଯିରିମିୟ 14:14

ସେତବେେଳେ ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ସହେି ଭବିଷ୍ଯଦବକ୍ତାମାନେ ଆମ୍ଭ ବିଷଯ ରେ ମିଥ୍ଯା ଭବିଷ୍ଯଦବାଣୀ ପ୍ରଚାର କରନ୍ତି। ଆମ୍ଭେ ସମାନଙ୍କେୁ ପ୍ରଚାର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସମାନଙ୍କେୁ କହିବାକୁ ଆଜ୍ଞା ଦଇେ ନାହୁଁ। ସମାନେେ ମିଥ୍ଯା ଭବିଷ୍ଯଦବାଣୀ ଓ ମୂଲ୍ଯହୀନ ଦବୈିତ୍ବ ପ୍ରଚାର କରୁଛନ୍ତି। ସମାନେେ ସମାନଙ୍କେର ହୃଦଯର ପ୍ରବଞ୍ଚନାମୂଳକ ଭବିଷ୍ଯଦବାକ୍ଯ ପ୍ରଚାର କରିଛନ୍ତି।

ଯିରିମିୟ 23:13

ଶମରିଯାର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି। ସମାନେେ ବାଲଦବେ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି ଇଶ୍ରାୟେଲ ଲୋକମାନଙ୍କୁ କୁପଥରେ ଚଳାଇଲେ।

ଯିରିମିୟ 28:15

ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

ଯିରିମିୟ 29:21

କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

ଯିରିମିୟ 29:32

ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିହିଲାମୀଯ ଶମଯିଯକୁ ଓ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ। ଏହା ସଦାପ୍ରଭୁ କହନ୍ତି,ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।

ଯିହିଜିକଲ 13:16

ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।

ଯିହିଜିକଲ 13:22

କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଯିହିଜିକଲ 22:27

ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

ମୀଖା 3:5

କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,

ମୀଖା 3:11

ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

ସିଫନିୟ 3:3

ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।

ଯିଖରିୟ 13:4

ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 10:17

କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।

ମାଥିଉଲିଖିତ ସୁସମାଚାର 16:6

ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।

ମାଥିଉଲିଖିତ ସୁସମାଚାର 16:11

ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।

ମାଥିଉଲିଖିତ ସୁସମାଚାର 24:4

ଯୀଶୁ ଉତ୍ତର ଦେଲେ, ମାବଧାନ ହୁଅ, ତୁମ୍ଭମାନଙ୍କୁ ୟପରି କହେି ପଥଭ୍ରଷ୍ଟ ନକରେ।

ମାଥିଉଲିଖିତ ସୁସମାଚାର 24:11

ଅନକେ ଭଣ୍ଡ ଭବିଷ୍ଯଦ୍ବକ୍ତା ବାହାରିବେ। ସମାନେେ ଅନକେ ଲୋକଙ୍କୁ ଠକିବେ, ଓ ସମାନଙ୍କେ କଥା ରେ ପଡ଼ି ଅନକେ ଲୋକ ଭୁଲ କଥା ରେ ବିଶ୍ବାସ କରିବେ।

ମାଥିଉଲିଖିତ ସୁସମାଚାର 24:24

ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।

ମାର୍କଲିଖିତ ସୁସମାଚାର 12:38

ଯୀଶୁ ଶିକ୍ଷା ଦଇେ ଚାଲିଥିଲେ। ସେ କହିଲେ, ଧର୍ମଶାସ୍ତ୍ରୀଙ୍କଠାରୁ ସାବଧାନ ରୁହ। ସମାନେେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତଣେେ ବୁଲିବାକୁ ଭଲ ପାଆନ୍ତି। ସମାନେେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାର ରେ ସମ୍ମାନ ଦଖାେନ୍ତୁ।

ମାର୍କଲିଖିତ ସୁସମାଚାର 13:22

ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।

ଲୂକଲିଖିତ ସୁସମାଚାର 6:26

ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ 'ଭଲ' ବୋଲି କହୁଛନ୍ତି। କାରଣ ସମାନଙ୍କେର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଭଲ ବୋଲି କହୁଥିଲେ।

ଲୂକଲିଖିତ ସୁସମାଚାର 12:15

ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।

ଯୋହନଲିଖିତ ସୁସମାଚାର 10:12

ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:6

ସମାନେେ ଉପଦ୍ବୀପରେ ସର୍ବତ୍ର ବୁଲିବୁଲି ପାଫ ନଗର ରେ ପହନ୍ଚିଲେ। ସଠାେରେ ସମାନେେ ବର୍ୟୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ଯଦ୍ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ବାରା ନାନା କାର୍ୟ୍ଯ ଦଖାେଉଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:40

ତେଣୁ ସାବଧାନ ରୁହ ଯେ, ଭବିଷ୍ଯଦ୍ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନଘଟେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:29

ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।

ରୋମୀୟଙ୍କ ପ୍ରତି ପତ୍ର 16:17

ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:13

ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 2:4

ଆମ୍ଲଭ ଏହି ସମସ୍ଯା ବିଷୟସର କଥାବାର୍ତ୍ତାସହବାକୁ ଆବଶ୍ଯକ ମଲନ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁସକଲତକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିଲଲ, ଓ ଯୀଶୁଖ୍ରୀଷ୍ଟଙ୍କଠାସର ଥିବା ଆମ୍ଭର ସ୍ବାଧୀନତା ଉପଲର ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁସଚଷ୍ଟା କରୁଥିଲଲ।

ଏଫିସୀୟଙ୍କ ପ୍ରତି ପତ୍ର 4:14

ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,

ଏଫିସୀୟଙ୍କ ପ୍ରତି ପତ୍ର 5:6

ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:2

ଯେଉଁମାନେ ମନ୍ଦକର୍ମ ରେ ଲିପ୍ତ, ସମାନଙ୍କେଠାରୁ ସାବଧାନ ହାଇେ ରୁହ, ସମାନେେ କୁକୁରମାନଙ୍କ ପରି। ସମାନେେ ଲୋକମାନଙ୍କୁ ସୁନ୍ନତ287 ହବୋପାଇଁ ଦାବୀ କରନ୍ତି।

କଲସୀୟଙ୍କ ପ୍ରତି ପତ୍ର 2:8

ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:1

ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:5

ସମାନେେ ପରମେଶ୍ବରଙ୍କ ସବେକ ହବୋର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ବାରା ଜଣାପଡ଼ିବ ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ କରୁନାହାଁନ୍ତି। ତୀମଥି, ତୁମ୍ଭେ ସହେି ଲୋକମାନଙ୍କଠାରୁ ଦୂର ରେ ରୁହ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:13

ସମାନେେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହବେେ।

Interlinear

Choose Theme