ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।
Cross references
ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।
ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।
ମାେ ଭାଇ ଓ ଭଉଣୀମାନେ, ଡ଼ିମ୍ବିରି ଗଛ ରେ କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା ରେ ? ନା ! ଗୋଟିଏ ଲୁଣିଆ ପାଣିର କୂଅ କବେେ ମିଠା ପାଣି ଦଇପୋ ରେ ନାହିଁ।
ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।
କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟ ରେ ସମାଲୋଚନା କରନ୍ତି। ସମାନେେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସମାନେେ ଚିନ୍ତା ନ କରି ବୁଝନ୍ତି। କବଳେ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟଗୁଡ଼ିକ ହତେୁ ସମାନେେ ବିନଷ୍ଟ ହୁଅନ୍ତି।