Home Bibles ☰ Books ମାଥିଉଲିଖିତ ସୁସମାଚାର 16:6 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 16:6 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।

Cross references

ଯାତ୍ରା ପୁସ୍ତକ 12:15

ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।

ଲେବୀୟ ପୁସ୍ତକ 2:11

ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।

ମାଥିଉଲିଖିତ ସୁସମାଚାର 16:12

ତା'ପରେ ସମାନେେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀ ରେ ବ୍ଯବହାର କରା ଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟ ରେ ଯୀଶୁ କହୁନଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସମାନଙ୍କେୁ କହୁଥିଲେ।

ମାର୍କଲିଖିତ ସୁସମାଚାର 8:15

ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ସାବଧାନ; ଫାରୂଶୀ ଓ େ ହରୋଦଙ୍କ ଖମୀର ଠାରୁ ଦୂର ରେ ରୁହ।

ଲୂକଲିଖିତ ସୁସମାଚାର 12:1

ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।

ଲୂକଲିଖିତ ସୁସମାଚାର 12:15

ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।

ଯୋହନଲିଖିତ ସୁସମାଚାର 4:33

ତେଣୁ ଶିଷ୍ଯମାନେ ନିଜ ନିଜ ମଧିଅରେ କଥାବାର୍ତ୍ତା ହେଲେ, ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:6

ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।

ଗାଲାତୀୟଙ୍କ ପ୍ରତି ପତ୍ର 5:9

ସାବଧାନ ରୁହ, ଅଳ୍ପ ଟିକିଏ ଖମୀର ଜନ୍ତା ହାଇେଥିବା ସବୁ ମଇଦାକୁ ଫୁଲାଇ ଦିଏ।279

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:16

ପରମେଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂର ରେ ରୁହ। ସଭେଳି କଥା ପରମେଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ ରଇେ ନବେ।

Interlinear

Choose Theme