Home Bibles ମାଥିଉଲିଖିତ ସୁସମାଚାର 16:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 16:11 · ଓଡ଼ିଆ ବାଇବେଲ

ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।

Cross references

ମାଥିଉଲିଖିତ ସୁସମାଚାର 16:6

ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।

ମାର୍କଲିଖିତ ସୁସମାଚାର 4:40

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?

ମାର୍କଲିଖିତ ସୁସମାଚାର 8:21

ତା'ପରେ ୟିଶୁ ସମାନଙ୍କେୁ କହିଲେ, ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭମାନେେ ମନେ ରଖିଛ। ଅଥଚ ଏବେ ମଧ୍ଯ ତୁମ୍ଭମାନେେ କିଛି ବୁଝି ପାରୁନାହଁ?

ଲୂକଲିଖିତ ସୁସମାଚାର 12:56

ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?

ଯୋହନଲିଖିତ ସୁସମାଚାର 8:43

ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।

Interlinear

Choose Theme