ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
Cross references
ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦଖାଇେଛନ୍ତି। ସଦାପ୍ରଭୁ ସମାନଙ୍କେର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦଇେଛନ୍ତି।
ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇଶ୍ରାୟେଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସମାନଙ୍କେର ପ୍ରାର୍ଥନା ମନୋୟୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ବର୍ଗ। ଆମ୍ଭେ ବିନତି କରୁଛୁ ସହେିଠା ରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆପଣା ଇଶ୍ରାୟେଲ ଲୋକର ପାପସବୁ କ୍ଷମା କର ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ସଠାେକୁ ପୁନର୍ବାର ଫରୋଇ ଆଣ।
ତୁମ୍ଭେ ଆପଣାର ବାସସ୍ଥାନ ସ୍ବର୍ଗ ରେ ଥାଇ ସମାନଙ୍କେର ପାର୍ଥନା ଶୁଣ ଓ ସମାନଙ୍କେୁ କ୍ଷମା କର ଏବଂ ସାହାୟ୍ଯ କର। କବଳେ ତୁମ୍ଭେ ଜାଣ ଲୋକମାନେ କଣ ଚିନ୍ତା କରୁଛନ୍ତି। ତେଣୁ ସଇେ ଅନୁସାରେ ପ୍ରେତ୍ୟକକ ବ୍ଯକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭର ରେ ସାଧୁତା ଦଖାେଅ।
ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ସହେି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହାଇେଥିବା ସହେି ଲୋକମାନଙ୍କୁ କ୍ଷମା କର। ସମାନଙ୍କେର ଶତୃମାନଙ୍କୁ ସମାନଙ୍କେ ପ୍ରତି ଦୟାଳୁ ହବୋକୁ ଦିଅ।
ଏହାପରେ ଧନୀଲୋକମାନେ ଓ ଅଧ୍ଯକ୍ଷମାନେ ତାଙ୍କୁ କହିଲେ, ଆମ୍ଭମାନେେ ଏସବୁ ଫରୋଇ ଦବେୁ, ସମାନଙ୍କେୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସହେିପରି କରିବୁ।
ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସମାନେେ ତୁମ୍ଭଙ୍କୁ ଡ଼ରନ୍ତି ଏବଂ ଉପାସନା କରନ୍ତି।
ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।
ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ କ୍ଷମା କର, ହେ ପରମେଶ୍ବର ଅବଧାନ ପୂର୍ବକ କର୍ମ କର। ବିଳମ୍ବ କରନାହିଁ, ହେ ମାରେ ପରମେଶ୍ବର ନିଜର ନାମ ସକାେଶ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମ ରେ ଖ୍ଯାତ ଅଟନ୍ତି।
ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।
ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଚାରିଲେ, ପ୍ରଭୁ, ମାେ ଭାଇ ଯଦି ମାେ ନିକଟରେ ବାରମ୍ବାର ଅପରାଧ କରେ, ତବେେ ମୁଁ ତାକୁ କେତେଥର ପର୍ୟ୍ଯନ୍ତ କ୍ଷମା ଦବେି? ମୁଁ କଣ ତାକୁ ସାତଥର ପର୍ୟ୍ଯନ୍ତ କ୍ଷମା ଦବେି?
ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।
ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।
ଯୀଶୁ ଫାରୁଶୀଙ୍କୁ କହିଲେ, ଶିମାନେ, ମାରେ ତୁମ୍ଭକୁ କିଛି କହିବାର ଅଛି।