ଏହାପରେ ଧନୀଲୋକମାନେ ଓ ଅଧ୍ଯକ୍ଷମାନେ ତାଙ୍କୁ କହିଲେ, ଆମ୍ଭମାନେେ ଏସବୁ ଫରୋଇ ଦବେୁ, ସମାନଙ୍କେୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସହେିପରି କରିବୁ।
Cross references
ଏହାପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ୟିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ଯଦ୍ବକ୍ତାମାନେ ଓ ସମସ୍ତ ବଡରୁ େଛାଟ ଗମନ କଲେ। ତହୁଁ ସଦାପ୍ରଭୁ ମନ୍ଦିରରୁ ପ୍ରାପ୍ତ ବ୍ଯବସ୍ଥା ପୁସ୍ତକର ସମସ୍ତ ବାକ୍ଯ ସମାନଙ୍କେର କର୍ଣ୍ଣ ଗୋଚର ହବୋ ପାଇଁ ଯୋଶିୟଯ ରାଜା ପାଠ କଲେ।
ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,
ଯେଉଁ ବ୍ଯକ୍ତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ଯୁଦଣ୍ଡ ଭୋଗ କରୁଥିଲା। ସହେି ବ୍ଯକ୍ତି ଜଣେ ବିଖ୍ଯାତ ବ୍ଯକ୍ତି ହେଉ କି ନ ହେଉ, କିଅବା ସହେି ବ୍ଯକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥି ରେ କିଛି ଫରକ ପଡ଼ୁ ନ ଥିଲା।
ତେଣୁ ସହେି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ଯ ସାମଗ୍ରୀଗୁଡ଼ିକୁ ସହେି ନେତାମାନଙ୍କୁ ଓ ଇଶ୍ରାୟେଲର ଲୋକମାନଙ୍କୁ ଫରୋଇ ଦେଲେ।
ତେଣୁ ଏଜ୍ରା ଉଠିଲେ। ସହେି ବାକ୍ଯ ଅନୁସାରେ କାର୍ୟ୍ଯ କରିବା ପାଇଁ ଯାଜକମାନଙ୍କର, ଲବେୀୟମାନଙ୍କର ଓ ସମଗ୍ର ଇଶ୍ରାୟେଲର ପ୍ରଧାନବର୍ଗ ପ୍ରତିଜ୍ଞା କରାଇଲେ।
ଏହାପରେ ସମଗ୍ର ସମାଜ ଏକତ୍ରୀତ ହାଇେ ଏଜ୍ରାଙ୍କୁ ଉତ୍ତର ଦଇେ କହିଲେ, ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସହେିପରି କରିବୁ।
ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।
ସମାନେେ ପ୍ରତିଜ୍ଞା କରି କହିଲେ, ଆମ୍ଭମାନେେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଆପଣାମାନଙ୍କ କନ୍ଯାଗଣ ଦବେୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସମାନଙ୍କେ କନ୍ଯାଗଣ ଗ୍ରହଣ କରିବୁ ନାହିଁ।
ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାର ରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ଯ ବିକିବାକୁ ଆଣିଲେ, ଆମ୍ଭମାନେେ ବିଶ୍ରାମଦିନ ରେ, କି ଅନ୍ୟ କୌଣସି ପବିତ୍ର ଦିନ ରେ ସମାନଙ୍କେଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାଯ କରିବାର ଛାଡି ଦବେୁ।
ତେଣୁ ମୁଁ ସମାନଙ୍କେ ସହିତ ବାଦାନୁବାଦ କଲି ଓ ସମାନଙ୍କେୁ ଅଭିଶାପ ଦଲେି। ସମାନଙ୍କେ ମଧ୍ଯରୁ କେତକଙ୍କେୁ ପ୍ରହାର କଲି। ମୁଁ ସମାନଙ୍କେ ଦାଢି ମଧ୍ଯ ଉତ୍ପାଟନ କଲି ଏବଂ ପରମେଶ୍ବରଙ୍କ ନାମ ରେ ସମାନଙ୍କେୁ ପ୍ରତିଜ୍ଞା କରାଇଲି, ତୁମ୍ଭମାନେେ ସମାନଙ୍କେ ପୁତ୍ରମାନଙ୍କୁ ଆପଣାର କନ୍ଯା ଦିଅନାହିଁ ଏବଂ କିମ୍ବା ଆପଣା ପୁତ୍ର ନିମନ୍ତେ ସମାନଙ୍କେ କନ୍ଯା ଗ୍ରହଣ କର ନାହିଁ।
ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।
ଯୀଶୁ କିନ୍ତୁ ଚୁପ୍ ରହିଲେ।
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।