Home Bibles ଲୂକଲିଖିତ ସୁସମାଚାର 6:37 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:37 · ଓଡ଼ିଆ ବାଇବେଲ

ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।

Cross references

ଯିଶାଇୟ 65:5

ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'

ମାଥିଉଲିଖିତ ସୁସମାଚାର 5:7

ଅନ୍ୟମାନଙ୍କୁ ଦୟା ଦଖାେଉଥିବା ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସହେିମାନଙ୍କୁ ଦୟା କରିବେ।

ମାଥିଉଲିଖିତ ସୁସମାଚାର 6:14

ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।

ମାଥିଉଲିଖିତ ସୁସମାଚାର 7:1

ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 18:30

କିନ୍ତୁ ପ୍ରଥମ ଚ଼ାକର ର୍ଧୈୟ୍ଯ ଧରିବାକୁ ମନା କଲା। କବଳେ ଏତିକି ନୁହେଁ, ସେ ବିଚ଼ାରପତିଙ୍କ ନିକଟକୁ ଯାଇ ଦ୍ବିତୀୟ ଚ଼ାକର ବିରୁଦ୍ଧ ରେ ଅଭିଯୋଗ ମଧ୍ଯ କଲା। ଦ୍ବିତୀୟ ଚ଼ାକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶାଧେ ନ କରିବା ପର୍ୟ୍ଯନ୍ତ ତାକୁ କାରାଗାର ରେ ରହିବାକୁ ପଡ଼ିଲା।

ମାଥିଉଲିଖିତ ସୁସମାଚାର 18:34

ତାର ମାଲିକ ଖୁବ୍ ରାଗିଗଲେ। ଦଣ୍ଡ ଦବୋ ପାଇଁ ସେ ଚ଼ାକରକୁ କାରାଗାର ରେ ରଖିଲେ। ସମସ୍ତେ ଋଣ ପରିଶାଧେ କରା ନ ୟିବା ପର୍ୟ୍ଯନ୍ତ ଚ଼ାକରଟକୁ କାରାଗାର ରେ ରହିବାକୁ ହେଲା।

ମାର୍କଲିଖିତ ସୁସମାଚାର 11:25

ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।

ଲୂକଲିଖିତ ସୁସମାଚାର 17:3

ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତବେେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରନୋହିଁ, ତବେେ ତାକୁ କ୍ଷମା ଦିଅ।

ରୋମୀୟଙ୍କ ପ୍ରତି ପତ୍ର 2:1

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।

ରୋମୀୟଙ୍କ ପ୍ରତି ପତ୍ର 14:3

ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇ ପା ରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସହେିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ବର ତାହାକୁ ଗ୍ରହଣ କରିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 14:10

ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ଯାୟବିଚ୍ଭାର ପାଇଁ ପରମେଶ୍ବରଙ୍କ ଆଗ ରେ ଠିଆ ହବୋ, ଓ ସେ ଆମ୍ଭର ବିଚ୍ବାର କରିବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:3

ତୁମ୍ଭମାନେେ ଯଦି ମାରେବିଚାର କର କିଅବା କୌଣସି ଅଦାଲତ, ଯଦି ମାରେ ବିଚାର କରେ, ତବେେ ମୁଁ ତାହାକୁ ଆଦୌ ଖାତିର କରେ ନାହିଁ। ଏପରି କି ମାେ ନିଜର ବିଚାର ମଧ୍ଯ ମୁଁ କରେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:4

ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।

ଏଫିସୀୟଙ୍କ ପ୍ରତି ପତ୍ର 4:32

ପରସ୍ପର ପ୍ରତି ଦୟାଭାବ ଓ ପ୍ ରମେ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠା ରେ ପରମେଶ୍ବର ତୁମ୍ଭମାନଙ୍କୁ କ୍ଷମା କଲେ, ସହେି ଭଳି ତୁମ୍ଭମାନେେ ପରସ୍ପରକୁ କ୍ଷମା ଦିଅ।

କଲସୀୟଙ୍କ ପ୍ରତି ପତ୍ର 3:13

ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।

ଯାକୁବଙ୍କ ପତ୍ 4:11

ଭାଇ ଓ ଭଉଣୀମାନେ ! ପରସ୍ପର ବିରୁଦ୍ଧ ରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ ; ତା ହେଲେ ସେ ଯେଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଜଣେ ଭାଇର ବିଚାର କର, ତବେେ ତୁମ୍ଭେ ପ୍ରକୃତ ରେ ସେ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍ଭେ ଯଦି ବ୍ଯବସ୍ଥାର ବିଚାର କରୁଛ, ତବେେ ତୁମ୍ଭେ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଚାରପତି ହାଇଗେଲ।

ଯାକୁବଙ୍କ ପତ୍ 5:9

ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।

Interlinear

Choose Theme