Home Bibles ☰ Books ଲୂକଲିଖିତ ସୁସମାଚାର 11:4 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 11:4 · ଓଡ଼ିଆ ବାଇବେଲ

ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'

Cross references

ଆଦି ପୁସ୍ତକ 48:16

ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।

ପ୍ରଥମ ରାଜାବଳୀ 8:34

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆପଣା ଇଶ୍ରାୟେଲ ଲୋକର ପାପସବୁ କ୍ଷମା କର ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ସଠାେକୁ ପୁନର୍ବାର ଫରୋଇ ଆଣ।

ପ୍ରଥମ ରାଜାବଳୀ 8:36

ତେଣୁ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସବେକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବା ରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶ ରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଥିଲେ।

ଗୀତସଂହିତା 25:11

ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।

ଗୀତସଂହିତା 25:18

ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।

ଗୀତସଂହିତା 32:1

ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।

ଗୀତସଂହିତା 51:1

ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।

ଗୀତସଂହିତା 121:7

ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।

ଗୀତସଂହିତା 130:3

ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।

ଯିଶାଇୟ 43:25

ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଦାନିଏଲ 9:19

ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ କ୍ଷମା କର, ହେ ପରମେଶ୍ବର ଅବଧାନ ପୂର୍ବକ କର୍ମ କର। ବିଳମ୍ବ କରନାହିଁ, ହେ ମାରେ ପରମେଶ୍ବର ନିଜର ନାମ ସକାେଶ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମ ରେ ଖ୍ଯାତ ଅଟନ୍ତି।

ହୋଶେୟ 14:2

କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,

ମାଥିଉଲିଖିତ ସୁସମାଚାର 6:12

ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।

ମାଥିଉଲିଖିତ ସୁସମାଚାର 11:25

ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

Interlinear

Choose Theme