Home Bibles ମାଥିଉଲିଖିତ ସୁସମାଚାର 5:46 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 5:46 · ଓଡ଼ିଆ ବାଇବେଲ

ଯେଉଁମାନେ ତୁମ୍ଭକୁ ପ୍ ରମେ କରୁଛନ୍ତି, ତୁମ୍ଭେ ଯଦି କବଳେ ସହେିମାନଙ୍କୁ ପ୍ ରମେ କରିବ ତବେେ ତୁମ୍ଭମାନେେ କୌଣସି ପୁରସ୍କାର ପାଇବନାହିଁ? ଏପରିକି କରଆଦାୟକାରୀ ମାନେ ମଧ୍ଯ ଏହା କରନ୍ତି?

Cross references

ମାଥିଉଲିଖିତ ସୁସମାଚାର 6:1

ସାବଧାନ ରୁହ। ଯେତବେେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କରନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସଗେୁଡିକ କରନାହିଁ। ତାହାଲେ ତୁମ୍ଭେ ସ୍ବର୍ଗ ରେ ଥିବା ତୁମ୍ଭର ପରମପିତାଙ୍କ ଠାରୁ ପୁରସ୍କାର ପାଇ ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 9:10

ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।

ମାଥିଉଲିଖିତ ସୁସମାଚାର 11:19

ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।

ମାଥିଉଲିଖିତ ସୁସମାଚାର 18:17

ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।

ମାଥିଉଲିଖିତ ସୁସମାଚାର 21:31

ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?

ଲୂକଲିଖିତ ସୁସମାଚାର 6:32

ଯେଉଁମାନେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି, ତୁମ୍ଭମାନେେ ଯଦି କବଳେ ସହେି ଲୋକମାନଙ୍କୁ ପ୍ ରମେ କରୁଛ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମାଧ୍ଯ ସହେିମାନଙ୍କୁ ପ୍ ରମେ କରନ୍ତି, ଯେଉଁମାନେ ସମାନଙ୍କେୁ ପ୍ ରମେ କରନ୍ତି।

ଲୂକଲିଖିତ ସୁସମାଚାର 15:1

ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନକେ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 18:13

କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।

ଲୂକଲିଖିତ ସୁସମାଚାର 19:2

ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।

ଲୂକଲିଖିତ ସୁସମାଚାର 19:7

ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।

ପିତରଙ୍କ ପ୍ରଥମ ପତ୍ 2:20

କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

Interlinear

Choose Theme