Home Bibles ଲୂକଲିଖିତ ସୁସମାଚାର 19:2 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 19:2 · ଓଡ଼ିଆ ବାଇବେଲ

ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।

Cross references

ଦିତୀୟ ବଂଶାବଳୀ 17:5

ସଦାପ୍ରଭୁ ଯିହାଶାଫେଟ୍ଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ୟିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା।

ଲୂକଲିଖିତ ସୁସମାଚାର 18:24

ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।

Interlinear

Choose Theme