Home Bibles ପିତରଙ୍କ ପ୍ରଥମ ପତ୍ 2:20 · ଓଡ଼ିଆ ବାଇବେଲ
ପିତରଙ୍କ ପ୍ରଥମ ପତ୍ 2:20 · ଓଡ଼ିଆ ବାଇବେଲ

କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

Cross references

ମାଥିଉଲିଖିତ ସୁସମାଚାର 5:10

ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ୟ୍ଯ କରି କଷ୍ଟ ସହୁଥିବା ଲୋକମାନେ ଧନ୍ଯ; କାରଣ ସ୍ବର୍ଗରାଜ୍ଯ ସହେିମାନଙ୍କର।

ମାଥିଉଲିଖିତ ସୁସମାଚାର 5:47

ଯଦି ତୁମ୍ଭେ କବଳେ ନିଜ ଭାଇ- ବନ୍ଧୁମାନଙ୍କୁ ନମସ୍କାର କର ତବେେ ତୁମ୍ଭେ ଅନ୍ୟମାନଙ୍କଠାରୁ କ'ଣ ଅଧିକ କଲ? ବିଧର୍ମୀମାନେ କ'ଣ ଏଭଳି କରନ୍ତି ନାହିଁ କି?

ମାଥିଉଲିଖିତ ସୁସମାଚାର 26:67

ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।

ମାର୍କଲିଖିତ ସୁସମାଚାର 14:65

ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।

ଲୂକଲିଖିତ ସୁସମାଚାର 6:32

ଯେଉଁମାନେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି, ତୁମ୍ଭମାନେେ ଯଦି କବଳେ ସହେି ଲୋକମାନଙ୍କୁ ପ୍ ରମେ କରୁଛ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମାଧ୍ଯ ସହେିମାନଙ୍କୁ ପ୍ ରମେ କରନ୍ତି, ଯେଉଁମାନେ ସମାନଙ୍କେୁ ପ୍ ରମେ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 12:1

ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:11

ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷ ରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 5:10

କେଉଁ ବିଷୟଗୁଡ଼ିକ ଈଶ୍ବରଙ୍କ ସନ୍ତାଷେ ଜନ୍ମାଏ, ସଗେୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାର ରେ ଲୋକେ ଯଭେଳି କାମ କରନ୍ତ, ସଗେୁଡ଼ିକୁ କର ନାହିଁ। ସଗେୁଡ଼ିକ କରିବା ଦ୍ବାରା କିଛି ଲାଭ ହୁଏ ନାହିଁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:18

ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।

ପିତରଙ୍କ ପ୍ରଥମ ପତ୍ 2:19

ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।

ପିତରଙ୍କ ପ୍ରଥମ ପତ୍ 3:14

କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସମାନଙ୍କେୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।339

ପିତରଙ୍କ ପ୍ରଥମ ପତ୍ 3:17

ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ବରଙ୍କର ଇଚ୍ଛା, ତବେେ ଏହାହିଁ ଭଲ।

ପିତରଙ୍କ ପ୍ରଥମ ପତ୍ 4:14

ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।

Interlinear

Choose Theme