Home Bibles ☰ Books ଲୂକଲିଖିତ ସୁସମାଚାର 15:1 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 15:1 · ଓଡ଼ିଆ ବାଇବେଲ

ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନକେ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ।

Cross references

ଯିହିଜିକଲ 18:27

ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।

ମାଥିଉଲିଖିତ ସୁସମାଚାର 9:10

ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।

ମାଥିଉଲିଖିତ ସୁସମାଚାର 21:28

କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ଲୂକଲିଖିତ ସୁସମାଚାର 5:29

ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।

ଲୂକଲିଖିତ ସୁସମାଚାର 7:29

ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ବୀକାର କଲେ ଯେ, ପରମେଶ୍ବରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କର ଆଦାୟକାରୀମାନେ ମଧ୍ଯ ଏଥି ରେ ଏକମତ ହାଇଗେଲେ। ସମାନେେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ବାରା ବାପ୍ତିଜିତ ହାଇେଥିଲେ,

ଲୂକଲିଖିତ ସୁସମାଚାର 13:30

କେତକେ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ୟ୍ଯଦା ସବୁଠାରୁ ନିମ୍ନ ରେ ଅଛି, ସମାନେେ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶଷେ ରେ ଥିବା କେତକେ ଲୋକ ପ୍ରଥମ ହବେେ ଓ ପ୍ରଥମ ରେ ଥିବା କେତକେ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ସବୁଠାରୁ ଶଷେ ରେ ରହିବେ।'

ରୋମୀୟଙ୍କ ପ୍ରତି ପତ୍ର 5:20

ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:15

ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।

Interlinear

Choose Theme