ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।
Cross references
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।
ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।
ତୁମ୍ଭମାନେେ କ'ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲା ବେଳେ ମୁଁ ପ୍ରକୃତ ରେ ଚିନ୍ତା କରି ନ ଥିଲି ? ବା ଜାଗତିକ ଜ୍ଞାନ ରେ କରିଥିଲି, ଯେ ଏକା ସମୟରେ ହଁ, ହଁ କହୁଥିବା ଓ ନା, ନା ମଧ୍ଯ କହୁଥିବି।
ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।
ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।
କଥାବାର୍ତ୍ତା କଲା ବେଳେ, ସବୁବେଳେ ଦୟାଭାବ ରଖ ଓ ବିବକେୀ ହୁଅ। ତବେେ ତୁମ୍ଭମାନେେ ସମସ୍ତଙ୍କୁ ଉଚିତ ଉତ୍ତର ଦବୋକୁ ସକ୍ଷମ ହବେ।
ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।
ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।
ପିତାମାନେ ! ଯେ ଆଦ୍ଯରୁ ଅଛନ୍ତି, ତୁମ୍ଭମାନେେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।