Home Bibles ☰ Books ଯୋହନଲିଖିତ ସୁସମାଚାର 17:15 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 17:15 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।

Cross references

ଆଦି ପୁସ୍ତକ 48:16

ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।

ପ୍ରଥମ ବଂଶାବଳୀ 4:10

ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।

ଗୀତସଂହିତା 30:9

ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।

ଗୀତସଂହିତା 121:7

ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ଯିଶାଇୟ 38:18

ପାତାଳ ତୁମ୍ଭକୁ ଧନ୍ଯବାଦ ଦଇେ ପାରିବ ନାହିଁ। ମୃତ୍ଯୁ ତୁମ୍ଭର ପ୍ରଶଂସାଗାନ କରିପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ବସ୍ତତା ଘୋଷଣା କରିବନେି।

ଯିଶାଇୟ 57:1

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।

ମାଥିଉଲିଖିତ ସୁସମାଚାର 5:37

ଯଦି ତୁମ୍ଭେ ଠିକ୍ ମନେ କରୁଛ ତବେେ ହଁ କୁହ ଏବଂ ତୁମ୍ଭେ ଯଦି ଭୁଲ ବୋଲି ମନେ କରୁଛ ତବେେ ନା କୁହ। 'ହଁ' ବା 'ନାଁ' ଠାରୁ ଅଧିକା ବିଷୟ ପାପାତ୍ମା ଠାରୁ ଆସିଥାଏ।

ମାଥିଉଲିଖିତ ସୁସମାଚାର 6:13

ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'

ଲୂକଲିଖିତ ସୁସମାଚାର 8:38

କିନ୍ତୁ ଯେଉଁ ଲୋକଠାରୁ ଦହରେୁ ଭୂତଗୁଡିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ୟିବାକୁ ଅନୁ ରୋଧ କଲା।

ଲୂକଲିଖିତ ସୁସମାଚାର 11:4

ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'

ଗାଲାତୀୟଙ୍କ ପ୍ରତି ପତ୍ର 1:4

ପରମପିତା ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଯୀଶୁଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍ଭେ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କଲେ।

Interlinear

Choose Theme