Home Bibles ☰ Books ମାଥିଉଲିଖିତ ସୁସମାଚାର 5:36 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 5:36 · ଓଡ଼ିଆ ବାଇବେଲ

ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

Cross references

ମାଥିଉଲିଖିତ ସୁସମାଚାର 6:27

ତୁମ୍ଭ ଭିତ ରେ ଏପରି କହେି ନାହିଁ, ଯକେି ଚିନ୍ତାଗ୍ରସ୍ତ ହାଇେ ନିଜ ଜୀବନ କାଳ ସହିତ ଘଡିଏ ହେଲେ ସମୟ ଯୋଗ କରି ପାରିବ।

ମାଥିଉଲିଖିତ ସୁସମାଚାର 23:16

ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।

ଲୂକଲିଖିତ ସୁସମାଚାର 12:25

ତୁମ୍ଭମାନଙ୍କ ଭିତ ରେ କ'ଣ ଏପରି କିଏ ଅଛି, ଯେ କି ଏଗୁଡିକ ପାଇଁ ବ୍ଯସ୍ତ ହବୋ ଦ୍ବାରା ନିଜ ପରମାଯୁ ରେ ଆଉ ଘଡିଏ ସମୟ ୟୋଡି ପାରିବ?

Interlinear

Choose Theme