ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
Cross references
କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।
କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।
ଆହୁରି ଯାଜକମାନଙ୍କର, ଲବେୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରମେଶ୍ବରଙ୍କ ଏହି ମନ୍ଦିରର ସବେକମାନଙ୍କର କାହାରି ଉପରେ କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ ହବେ ବୋଲି ଆମ୍ଭମାନେେ ତୁମ୍ଭକୁ ଜଣାଉ ଅଛୁ।
ପିତର ଉତ୍ତର ଦେଲେ, ରାଜାମାନେ ଅନ୍ୟମାନଙ୍କର ସନ୍ତାନ ସନ୍ତତିଙ୍କଠାରୁ କର ଆଦାୟ କରନ୍ତି। ଯୀଶୁ ତାହାଙ୍କୁ କହିଲେ, ତାର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦବୋକୁ ପଡ଼ନୋହିଁ।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯେ ବିଜଯୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସହେି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମାହେର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନା ରେ ସ୍ବୀକାର କରିବି।
ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।
ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।