Home Bibles ଯାତ୍ରା ପୁସ୍ତକ 30:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 30:13 · ଓଡ଼ିଆ ବାଇବେଲ

ଯେଉମାନଙ୍କୁ ଗଣନା କରାୟାଏ ସମାନେେ ଅର୍ଦ୍ଧ ଶକେଲ ଦବୋ ଉଚିତ୍। କର୍ୟ୍ଯାଳଯ ମାପ ଅନୁସାରେ ଅର୍ଦ୍ଧ ଶକେଲ, ଏହି ଶକେଲ କୋଡ଼ିଏ ଗରୋହ ଅଟେ। ସହେି ଅର୍ଦ୍ଧ ଶକେଲ ସଦାପ୍ରଭୁଙ୍କ ପାଇଁ ନବୈେଦ୍ଯ ହବେ।

Cross references

ଯାତ୍ରା ପୁସ୍ତକ 38:26

ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।

ଲେବୀୟ ପୁସ୍ତକ 27:3

କୋଡିଏ ବର୍ଷ ଠାରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ପଗ୍ଭଶ ଶକେଲ ରୂପା ହବେ।

ଲେବୀୟ ପୁସ୍ତକ 27:25

ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ହବେ, କୋଡିଏ ଗରୋ ରେ ଏକ ଶକେଲ ହୁଏ।

ଗଣନା ପୁସ୍ତକ 3:47

ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।

ଗଣନା ପୁସ୍ତକ 18:16

ଯେ ତବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା'ର ନିରୂପିତ ମୂଲ୍ଯ ରେ ପବିତ୍ରସ୍ଥାନର କୋଡିଏ ଗରୋ ପରିମିତ ଶକେଲ ଅନୁସାରେ ପାଞ୍ଚ ଶକେଲ ରୂପା ରେ ମୁକ୍ତ କରିବ।

ଦିତୀୟ ରାଜାବଳୀ 12:5

ଲୋକମାନଙ୍କଠାରୁ ପ୍ରେତ୍ୟକକ ନିରୁପିତ ମୁଦ୍ରା ପ୍ରାପ୍ତ କରି, ୟିଏ ସବୋ କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତି ରେ ଯାଜକମାନେ ମୁଦ୍ରା ବ୍ଯବହାର କରନ୍ତୁ।

ଯିହିଜିକଲ 45:12

ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।

ମାଥିଉଲିଖିତ ସୁସମାଚାର 17:24

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?

ମାଥିଉଲିଖିତ ସୁସମାଚାର 27:24

ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।

Interlinear

Choose Theme