ମାଥିଉଲିଖିତ ସୁସମାଚାର 16:7 · ଓଡ଼ିଆ ବାଇବେଲ
ଶିଷ୍ଯମାନେ ନିଜ ନିଜ ଭିତ ରେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।
Cross references
ମାଥିଉଲିଖିତ ସୁସମାଚାର 15:16
ଯୀଶୁ କହିଲେ, ଏବେ ବି କ'2ଣ ତୁମ୍ଭ ବୁଝିବା ରେ ଅସୁବିଧା ଅଛି?
ମାର୍କଲିଖିତ ସୁସମାଚାର 8:16
ଶିଷ୍ଯମାନେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ଆମ୍ଭମାନଙ୍କ ପାଖ ରେ ରୋଟୀ ନାହିଁ ବୋଲି ଯୀଶୁ ଏକଥା କହିଲେ।
ମାର୍କଲିଖିତ ସୁସମାଚାର 9:10
ତେଣୁ ଶିଷ୍ଯମାନେ ଯୀଶୁଙ୍କ କଥା ମାନିଲେ ଓ ସମାନେେ ଯାହା ଦେଖିଲେ ତାହା କାହାରି ଆଗ ରେ ପ୍ରକାଶ କଲେ ନାହିଁ। କିନ୍ତୁ ସମାନେେ କଥାବାର୍ତ୍ତା କରୁଥିଲେ ଯେ ମୃତ୍ଯୁରୁ ପୁନରୁଥିତ ହବୋର ଅର୍ଥ କ'ଣ?
ଲୂକଲିଖିତ ସୁସମାଚାର 9:46
ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?
ରେରିତମାନଙ୍କ କାର୍ଯ୍ୟର ବିବରଣ 10:14
ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।