ଯୋହନଲିଖିତ ସୁସମାଚାର 4:33 · ଓଡ଼ିଆ ବାଇବେଲ
ତେଣୁ ଶିଷ୍ଯମାନେ ନିଜ ନିଜ ମଧିଅରେ କଥାବାର୍ତ୍ତା ହେଲେ, ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?
Cross references
ମାଥିଉଲିଖିତ ସୁସମାଚାର 16:6
ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।
ଲୂକଲିଖିତ ସୁସମାଚାର 9:45
କିନ୍ତୁ ଶିଷ୍ଯମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସମାନଙ୍କେ ପ୍ରତି ଲୁକାଯିତ ଥିଲା। ତେଣୁ ସମାନେେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସମାନେେ ଯୀଶୁଙ୍କୁ ଏ ବିଷୟ ରେ ପଚାରିବାକୁ ସାହସ କଲେ ନାହିଁ।