Home Bibles ମାଥିଉଲିଖିତ ସୁସମାଚାର 15:39 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 15:39 · ଓଡ଼ିଆ ବାଇବେଲ

ସମାନେେ ଖାଇ ସାରିବା ପରେ ଯୀଶୁ ସମାନଙ୍କେୁ ଘରକୁ ଫରେିୟିବା ପାଇଁ କହିଲେ। ସମାନଙ୍କେୁ ବିଦାୟ କରିସାରି ଯୀଶୁ ଡ଼ଙ୍ଗା ରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।

Cross references

ମାଥିଉଲିଖିତ ସୁସମାଚାର 14:22

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍‌ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।

ମାର୍କଲିଖିତ ସୁସମାଚାର 8:10

ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହିଁଲେ।

Interlinear

Choose Theme