ମାର୍କଲିଖିତ ସୁସମାଚାର 8:14 · ଓଡ଼ିଆ ବାଇବେଲ
ସମାନେେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୂଲି ଯାଇଥିଲେ। ଯୀଶୁଙ୍କ ଶିଷ୍ଯମାନଙ୍କ ପାଖ ରେ ଖଣ୍ଡିଏ ମାତ୍ର ରୋଟୀ ଥିଲା।
Cross references
ମାଥିଉଲିଖିତ ସୁସମାଚାର 16:5
ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।