Home Bibles ମାଥିଉଲିଖିତ ସୁସମାଚାର 14:16 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 14:16 · ଓଡ଼ିଆ ବାଇବେଲ

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ସମାନଙ୍କେର ୟିବା ଦରକାର ନାହିଁ। ତୁମ୍ଭେ ସମାନଙ୍କେୁ କିଛି ଖାଇବାକୁ ଦିଅ।

Cross references

ଦିତୀୟ ରାଜାବଳୀ 4:42

ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।

ଆୟୁବ ପୁସ୍ତକ 31:16

ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।

ହିତୋପଦେଶ 11:24

କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

ଉପଦେଶକ 11:2

ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ ରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।

ଲୂକଲିଖିତ ସୁସମାଚାର 3:11

ଯୋହନ ସମାନଙ୍କେୁ ଉତ୍ତର ଦେଲେ, ଯଦି ତୁମ୍ଭ ପାଖ ରେ ଦୁଇଟି କୁର୍ତ୍ତା ଅଛି ତବେେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖ ରେ ଖାଦ୍ୟ ଅଛି ତବେେ ତାହାକୁ ମଧ୍ଯ ବାଣ୍ଟିଦିଅ।

ଯୋହନଲିଖିତ ସୁସମାଚାର 13:29

ୟିହୂଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ତେଣୁ କେତକେ ଶିଷ୍ଯ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସମାନେେ ଏକଥା ମଧ୍ଯ ଭାବିଲେ, ଯୀଶୁ ବୋଧେ ୟିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦବୋ ପାଇଁ କହିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:2

ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:7

ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।

Interlinear

Choose Theme