ସଠାେରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସଠାେରେ ଥିବା କେତକେ ଯିହୂଦୀ ଯୀଶୁଙ୍କ ଉପରେ ଦୋଷରୋପ କରିବା ପାଇଁ ସୁଯୋଗ ଖାଜେୁଥିଲେ। ସମାନେେ ତାହାଙ୍କୁ ପଚାରିଲେ, ମାଶାଙ୍କେ ନିୟମ ଅନୁସାରେ ବିଶ୍ରାମଦିବସ ରେ କାହାରିକୁ ଭଲ କରିଦବୋ କ'ଣ ବିଧିସଙ୍ଗତ?
Cross references
ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।
କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।
ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।
ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।
କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?
ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
ଆଉ ଗୋଟିଏ ବିଶ୍ରାମବାର ରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସଠାେରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସଠାେରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହାଇେ ଯାଇଥିଲା।
କାରଣ ସମାନେେ ଯୀଶୁଙ୍କୁ କିଛି ଭୁଲ କଥା କୁହାଇ ଫାନ୍ଦ ରେ ପକଇବୋକୁ ବାଟ ଖାଜେୁଥିଲେ।
ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।
ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ?
ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଆମ୍ଭ ପକ୍ଷେ ଠିକ୍ ହବେ କି ନାହିଁ?