Home Bibles ଲୂକଲିଖିତ ସୁସମାଚାର 11:54 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 11:54 · ଓଡ଼ିଆ ବାଇବେଲ

କାରଣ ସମାନେେ ଯୀଶୁଙ୍କୁ କିଛି ଭୁଲ କଥା କୁହାଇ ଫାନ୍ଦ ରେ ପକଇବୋକୁ ବାଟ ଖାଜେୁଥିଲେ।

Cross references

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 56:5

ମାରେ ଶତ୍ରୁମାନେ ମାରେ କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। ସମାନେେ ମାେତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।

ମାଥିଉଲିଖିତ ସୁସମାଚାର 22:15

ଯୀଶୁ ଯେଉଁ ସ୍ଥାନ ରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଚ଼ାଲିଗଲେ। ସମାନେେ ଯୀଶୁଙ୍କ କଥା ଦ୍ବାରା ତାହାଙ୍କୁ କିପରି ଫାନ୍ଦ ରେ ପକାଇବେ, ସେ ବିଷୟ ରେ ଯୋଜନା କଲେ।

ମାଥିଉଲିଖିତ ସୁସମାଚାର 22:18

କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?

ମାଥିଉଲିଖିତ ସୁସମାଚାର 22:35

ଜଣେ ଫାରୂଶୀ ମାଶାଙ୍କେ ବ୍ଯବସ୍ଥା ବିଷୟ ରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷା ରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲା।

ମାର୍କଲିଖିତ ସୁସମାଚାର 3:2

ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।

ମାର୍କଲିଖିତ ସୁସମାଚାର 12:13

ପରେ ଯିହୂଦୀ ନେତାମାନେ କେତକେ ଫାରୂଶୀ ଓ େ ହରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯୀଶୁଙ୍କ ଭୁଲ ଧରି ଫାନ୍ଦ ରେ ପକାଇବାକୁ ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 20:20

ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।

Interlinear

Choose Theme