କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
Cross references
ପକ୍ସ୍ଟରକ୍ସ୍ଟଣା କଥା ଅଛି, 'ଦକ୍ସ୍ଟଷ୍ଟଠାରକ୍ସ୍ଟ ଦକ୍ସ୍ଟଷ୍ଟତା ବାହା ରେ।'
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।
ନା, ଏହାର କାରଣ ତୁମ୍ଭେ ଅତ୍ଯଧିକ ପାପ କରିଛ। ତୁମ୍ଭେ କବେେ ନିବୃତ୍ତ ରହି ନାହଁ।
କହେି କହେି ବ୍ଯକ୍ତି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦବୋକୁ ଚେଷ୍ଟା କରନ୍ତି। କହେି ଅନ୍ୟର ମଷେପଲ ହରଣ କରି ଅନ୍ୟ ଚରାଭୂମିକୁ ନଇେ ୟାଆନ୍ତି।
ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?
କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
ତୁମ୍ଭମାନେେ କେଉଁ ଅଧିକାର ରେ ମାରେ ଲୋକମାନଙ୍କୁ ଅତ୍ଯାଚାର କଲ ? କେଉଁ ଅଧିକାର ରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ ?' ମାରେ ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।
ତୁମ୍ଭମାନେେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭମାନେେ କାହିଁକି ଅନ୍ୟମାନଙ୍କର ଚାରଣ ସ୍ଥାନକୁ ପାଦ ରେ ଦଳିବ ? ତୁମ୍ଭମାନେେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମଷେମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି ?
କୋଇଲାକୁ ଚୁଲ୍ଲୀ ରେ ଦବୋପରି ସମାନେେ ତାଙ୍କର ହୃଦଯକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରୀତ କରନ୍ତି। ରାତ୍ରିସାରା ସମାନଙ୍କେ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତ ରେ ଜ୍ବଳନ୍ତ ଅଗ୍ନିପରି ହୁଏ।
ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
ଆଉ ଦରିଦ୍ର ଲୋକମାନେ ସମାନଙ୍କେର ଋଣ ପରିଶାଧେ କରିପାରିବେ ନାହିଁ, ତେଣୁ ଆମ୍ଭେ ସମାନଙ୍କେୁ କ୍ରୀତଦାସ ରୂପେ କିଣିବୁ। ସହେି ଅସହାୟ ଲୋକମାନଙ୍କୁ ଏକହଳ ପାଦୁକା ବଦଳ ରେ କିଣି ପାରିବୁ। ହାୟ! ପରିତ୍ଯକ୍ତ ଗହମ ପରି ସହେି ଦରିଦ୍ର ବ୍ଯକ୍ତିମାନଙ୍କୁ ବୀକ୍ରି କରିବୁ।
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।
ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।
ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।
ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା ରେ ଗର୍ବ କରିଥାଏ।