Home Bibles ☰ Books ମାଥିଉଲିଖିତ ସୁସମାଚାର 11:20 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 11:20 · ଓଡ଼ିଆ ବାଇବେଲ

ସେତବେେଳେ ଯୀଶୁ ଯେଉଁ ନଗରମାନଙ୍କ ରେ ଅଧିକାଂଶ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରିଥିଲେ, ସହେି ନଗରଗୁଡିକୁ ତିରସ୍କାର କଲେ। କାରଣ ସଠାେକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନଥିଲେ, କି ପାପ କରିବା ଛାଡି ନଥିଲେ,

Cross references

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ଯିଶାଇୟ 1:2

ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।

ଯିରିମିୟ 8:6

ଆମ୍ଭେ ସମାନଙ୍କେ କଥା ମନୋୟୋଗ ସହକା ରେ ଶୁଣିଲେ ମଧ୍ଯ ସମାନେେ ନ୍ଯାଯକଥା କହିଲେ ନାହିଁ। ସମାନେେ ସମାନଙ୍କେର ପାପଲାଗି ଅନୁତପ୍ତ ନୁହଁନ୍ତି। ଯେପରି ଉର୍ଦ୍ଧ୍ବଶ୍ବାସ ରେ ଅଶ୍ବ ପୃଷ୍ଠ ରେ ଧାବମାନ ହୁଏ ସମାନେେ ସହେିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।

ମୀଖା 6:1

ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।

ମାଥିଉଲିଖିତ ସୁସମାଚାର 12:41

ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।

ମାଥିଉଲିଖିତ ସୁସମାଚାର 21:28

କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ମାର୍କଲିଖିତ ସୁସମାଚାର 9:19

ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କାହିଁକି ବିଶ୍ବାସ କରୁନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସହେି ପିଲାକୁ ମାେ ପାଖକୁ ନଇେଆସ।

ମାର୍କଲିଖିତ ସୁସମାଚାର 16:14

ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।

ଲୂକଲିଖିତ ସୁସମାଚାର 10:13

ହାୟ କୋରାଜିନ୍! ହାୟ ବେଥ୍ସାଇଦା! ତୁମ୍ଭମାନଙ୍କ ମଧିଅରେ ମୁଁ ଅନକେ ଆଶ୍ଚର୍ୟ୍ଯକର୍ମ ଦଖାଇେଛି। ଯଦି ଏଗୁଡିକ ସୋର ଓ ସୀଦୋନ ରେ ଲୋକମାନଙ୍କୁ କରା ଯାଇଥାଆନ୍ତା, ତବେେ କବେଠାରୁେ ସମାନେେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡି ଦଇେଥାଆନ୍ତେ। ସମାନେେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦଖାଇବୋ ପାଇଁ ତାର ପ୍ରତୀକ ସ୍ବରୁପ ଅଖା ରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡ ରେ ପାଉଁଶ ବୋଳି ହାଇେଥାଆନ୍ତେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:20

ତୁମ୍ଭେ ଆମ୍ଭ ନିକଟରେ କେତକେ ଅଦ୍ଦ୍ଭୂତ ବିଚ଼ାରମାନ ଉପସ୍ଥାପିତ କରୁଛ ଓ ଆମ୍ଭମାନେେ ସଗେୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:25

ଯେଉଁମାନେ ତାଙ୍କୁ ବି ରୋଧ କରନ୍ତି, ସମାନଙ୍କେୁ ଭଦ୍ର ଭାବରେ ଶିଖାଇବା ଉଚିତ। ହୁଏତ ପରମେଶ୍ବର ସମାନଙ୍କେ ହୃଦୟ ରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରବେେ, ଯାହାଦ୍ବାରା ସମାନେେ ସତ୍ଯକୁ ଗ୍ରହଣ କରିବେ।

ଯାକୁବଙ୍କ ପତ୍ 1:5

କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

Interlinear

Choose Theme