Home Bibles ମାଥିଉଲିଖିତ ସୁସମାଚାର 11:21 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 11:21 · ଓଡ଼ିଆ ବାଇବେଲ

ସେ କହିଲେ, 'ହାୟ କୋରାଜୀନ୍! ହାୟ ବେଥ୍ସାଇଦା! ତୁମ୍ଭ ଅଞ୍ଚଳ ରେ ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରାଗଲା, ସଗେୁଡିକ ଯଦି ସୋର ଓ ସୀଦୋନ ରେ କରିଥାଆନ୍ତୁ, ତବେେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସମାନେେ ଅଖା ପିନ୍ଧି ଓ ଦହେ ରେ ପାଉଁଶ ବୋଳି ହାଇେ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।

Cross references

ଆୟୁବ ପୁସ୍ତକ 42:6

ହେ ସଦାପ୍ରଭୁ, ମୁଁ ଫେ ରଇେ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖଦେିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମାରେମନ ପରିବର୍ତ୍ତନ କରିଛି।

ଯିରିମିୟ 13:27

ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?

ଯିହିଜିକଲ 3:6

ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭମାନେେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସପରେି ଲୋକମାନଙ୍କ ପାଖକୁ ପଠାଇଥାନ୍ତୁ, ସମାନେେ ତୁମ୍ଭ କଥା ଶୁଣିଥାନ୍ତେ।

ମାଥିଉଲିଖିତ ସୁସମାଚାର 11:22

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ବିଚାର ଦିନ ରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 12:41

ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।

ମାଥିଉଲିଖିତ ସୁସମାଚାର 15:21

ଯୀଶୁ ସେ ସ୍ଥାନଛାଡି ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 18:7

ଏହି ପୃଥିବୀ ରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ। କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହବେ।

ମାଥିଉଲିଖିତ ସୁସମାଚାର 23:13

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ମାଥିଉଲିଖିତ ସୁସମାଚାର 26:24

ମନୁଷ୍ଯପୁତ୍ର ଯିବେ ଓ ମରିଯିବେ। ଏହାହିଁ ହବେ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ଯପୁତ୍ରଙ୍କୁ ମରିବା ପାଇଁ ଶତୃ ହତେ ରେ ଦଇଦେିବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନହାଇେଥିଲେ ବରଂ ଭଲ ହାଇେଥାନ୍ତା।

ମାର୍କଲିଖିତ ସୁସମାଚାର 3:8

ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍‌ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।

ମାର୍କଲିଖିତ ସୁସମାଚାର 6:45

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍‌ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।

ମାର୍କଲିଖିତ ସୁସମାଚାର 7:24

ଯୀଶୁ ସେ ସ୍ଥାନ ଛାଡି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସଠାେରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଚାହୁଁ ନଥିଲେ ଯେ କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସଠାେରେ ଲୁଚି ରହି ପାରିଲେ ନାହିଁ।

ମାର୍କଲିଖିତ ସୁସମାଚାର 7:31

ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।

ମାର୍କଲିଖିତ ସୁସମାଚାର 8:22

ତା'ପରେ ସମାନେେ ବେଥ୍ସାଇଦା ଚାଲି ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନଇେ ଆସିଲେ। ସମାନେେ ଯୀଶୁଙ୍କୁ ପାର୍ଥନା କଲେ ଯେ ସେ ଅନ୍ଧକୁ କବଳେ ଛୁଇଁ ଦିଅନ୍ତୁ।

ଲୂକଲିଖିତ ସୁସମାଚାର 4:26

କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।

ଲୂକଲିଖିତ ସୁସମାଚାର 6:17

ତା'ପରେ ଯୀଶୁ ସମାନଙ୍କେ ସହିତ ତଳକୁ ଆସି ଗୋଟିଏ ସମତଳଭୂମି ଉପରେ ଠିଆ ହେଲେ। ସଠାେରେ ବହୁତ ସଂଖ୍ଯା ରେ ତାହାଙ୍କ ଶିଷ୍ଯମାନେ ଉପସ୍ଥିତ ଥିଲେ। ତା ଛଡା ସମଗ୍ର ୟିହୂଦା, ୟିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ଯା ରେ ଲୋକ ସଠାେରେ ଜମା ହାଇେଥିଲେ।

ଲୂକଲିଖିତ ସୁସମାଚାର 9:10

ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।

ଲୂକଲିଖିତ ସୁସମାଚାର 10:13

ହାୟ କୋରାଜିନ୍! ହାୟ ବେଥ୍ସାଇଦା! ତୁମ୍ଭମାନଙ୍କ ମଧିଅରେ ମୁଁ ଅନକେ ଆଶ୍ଚର୍ୟ୍ଯକର୍ମ ଦଖାଇେଛି। ଯଦି ଏଗୁଡିକ ସୋର ଓ ସୀଦୋନ ରେ ଲୋକମାନଙ୍କୁ କରା ଯାଇଥାଆନ୍ତା, ତବେେ କବେଠାରୁେ ସମାନେେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡି ଦଇେଥାଆନ୍ତେ। ସମାନେେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦଖାଇବୋ ପାଇଁ ତାର ପ୍ରତୀକ ସ୍ବରୁପ ଅଖା ରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡ ରେ ପାଉଁଶ ବୋଳି ହାଇେଥାଆନ୍ତେ।

ଲୂକଲିଖିତ ସୁସମାଚାର 11:42

ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭମାନେେ ସମସ୍ତ ବିଷୟ ରେ ଦଶମାଂଶ ପରମେଶ୍ବରଙ୍କୁ ଦଇେଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଚାର ଅନ୍ଯାନ୍ଯ େଛାଟ ଚାରାର ମଧ୍ଯ ଦଶ ଭାଗରୁ ଭାଗେ ପରମେଶ୍ବରଙ୍କୁ ଦଇେଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ଯବହାର କରିବାକୁ ଓ ପରମେଶ୍ବରଙ୍କୁ ଭଲ ପାଇବାକୁ ତୁମ୍ଭମାନେେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ୟ୍ଯ କରିବା ଉଚିତ। ତା' ସହିତ ଦଶମାଂଶ ଦବୋ ଏବଂ ଅନ୍ଯାନ୍ଯ କାର୍ୟ୍ଯ ମଧ୍ଯ ଚାଲୁ ରଖିବା ଉଚିତ।

ଯୋହନଲିଖିତ ସୁସମାଚାର 1:44

ଫିଲିପ୍ପ ମଧ୍ଯ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।

ଯୋହନଲିଖିତ ସୁସମାଚାର 3:5

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।

ଯୋହନଲିଖିତ ସୁସମାଚାର 12:21

ସହେି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:20

େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:44

ପରବର୍ତ୍ତୀ ବିଶ୍ରାମବାର ରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ଯ ଶୁଣିବା ପାଇଁ ଏକାଠି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:3

ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:25

ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,

ଯିହୂଦାଙ୍କ ପତ୍ର 1:11

ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।

Interlinear

Choose Theme