କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।
Cross references
ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।
ତେଣୁ ମାଶାେ ଏବଂ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି।
ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।
ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।
ଯେ ଦାସ୍ଯଗୃହ ସ୍ବରୂପ ମିଶର ଦେଶରକ୍ସ୍ଟ ତୁମ୍ଭକୁ ଦାସରକ୍ସ୍ଟ ମକ୍ସ୍ଟକ୍ତ କଲେ। ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟକ୍ସ୍ଟ।
କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।
ତା'ପରେ ଇଲୀଶାୟ କହିଲେ, ୟାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡିଏ ଧାର ଆଣ। ସମାନଙ୍କେର ଅନକେ ଶୂନ୍ଯ ପାତ୍ର ଥିବ। ସଗେୁଡିକୁ ସବୁ ଆଣ।
ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ।
କୌଣସି ଦେଶର ଲୋକମାନେ ସମାନଙ୍କେର ଦବଗେଣଙ୍କୁ ପରିତ୍ଯାଗ କରି ଅଛନ୍ତି କି, ଯଦିଓ ସମାନେେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ବର ନୁହଁନ୍ତି ? ମାତ୍ର ମାରେ ଲୋକମାନେ ସମାନଙ୍କେର ମହିମାମଯ ପରମେଶ୍ବରଙ୍କୁ ନିଷ୍ଫଳ ବସ୍ତୁ ବଦଳ ରେ ପରିତ୍ଯାଗ କରିଛନ୍ତି, ଯାହାର ସମାନଙ୍କେୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।
କବଳେ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, 'ତୁମ୍ଭମାନେେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ବର ହବୋ ଓ ତୁମ୍ଭମାନେେ ଆମ୍ଭର ଲୋକ ହବେ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭମାନେେ ସହେି ପଥରେ ଚାଲିଲେ ତୁମ୍ଭମାନଙ୍କର ମଙ୍ଗଳ ହବେ।'
ଏଣୁ ସଦାପ୍ରଭୁ କହନ୍ତି, ' ଦେଖ, ଇଶ୍ରାୟେଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,' ସହେି ସମୟ ଆସୁଛି। ସହେି ଜୀବିତ ସଦାପ୍ରଭୁଙ୍କ ବିଷଯ ରେ, ଲୋକମାନେ ଏହି କଥା କହିବେ ନାହିଁ।
କିନ୍ତୁ ସହେି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସମାନେେ ଜିଦ୍ଖୋର ହାଇେ ତାଙ୍କ ମୁହଁ ଫରୋଇଲେ ଏବଂ ତାଙ୍କ କାନ ଘୋଡାଇ ପକାଇଲେ।
ଯେତବେେଳେ ଭୂତଟି ସହେି ମଣିଷ ନିକଟକୁ ଫରେିଆ ସେ, ସେ ଦେଖେ ଯେ ସହେି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।
ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।