Home Bibles ମାର୍କଲିଖିତ ସୁସମାଚାର 5:19 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:19 · ଓଡ଼ିଆ ବାଇବେଲ

କିନ୍ତୁ ଯୀଶୁ ତାହାକୁ ଯୀବାପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ -ସ୍ବଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସମାନଙ୍କେୁ କୁହ। ସମାନଙ୍କେୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।

Cross references

ଦିତୀୟ ରାଜାବଳୀ 5:4

ନାମାନ୍ ନିଜର ପ୍ରଭୁ ଅରାମ୍ର ରାଜାଙ୍କ ନିକଟକୁ ୟାଇ ଇଶ୍ରାୟେଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ଗୀତସଂହିତା 66:16

ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ବରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ବର ମାେ ପାଇଁ କ'ଣ ସବୁ କରିଛନ୍ତି।

ଯିଶାଇୟ 38:9

ଯିହୁଦାର ରାଜା ହିଜକିଯ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲାପ ରେ ଏହା ଲଖାଗେଲା।

ଦାନିଏଲ 4:1

ସମୁଦାଯ ପୃଥିବୀ ନିବାସୀ ୟାବତୀଯ ଗୋଷ୍ଠୀ, ଦେଶୀଯ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ଯରୂପେ ଶାନ୍ତି ହେଉ।

ଦାନିଏଲ 4:37

ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।

ଦାନିଏଲ 6:25

ସେତବେେଳେ ଦାରିଯାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋ୍ଠି, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ଯରୂପ ରେ ଶାନ୍ତି ହେଉ।

ଯୂନସ 2:1

ଯେତବେେଳେ ୟୂନସ ମାଛର ପାକସ୍ଥଳୀ ରେ ଥିଲା, ସେ ସେତବେେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା।

ଯୋହନଲିଖିତ ସୁସମାଚାର 4:29

ମୁଁ ଯାହା କିଛିକରିଛି, ପ୍ରେତ୍ୟକକ କଥା ମାେତେ ଜଣେ ଲୋକ କହି ଦେଲେ। ତୁମ୍ଭେ ସହେି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହାଇେ ପାରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:1

ପାଉଲ କହିଲେ, ଭାଇମାନେ ଓ ପିତାମାନେ, ଯେ ହତେୁ ମୁଁ ମାରେ ନିଜ ସପକ୍ଷ ରେ କଥା କହୁଛି, ତେଣୁ ଆପଣମାନେ ମାେ କଥା ଶୁଣନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:4

ସମସ୍ତ ଯିହୂଦୀୟମାନେ ମାରେ ସମ୍ପୂର୍ଣ୍ଣ ଜୀବନ ବିଷୟ ରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶ ରେ ଓ ପରେ ୟିରୂଶାଲମ ରେ କିପରି ବାସ କରିଥିଲି, ତାହା ସମାନେେ ଜାଣନ୍ତି।

Interlinear

Choose Theme