Home Bibles ମାର୍କଲିଖିତ ସୁସମାଚାର 5:18 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:18 · ଓଡ଼ିଆ ବାଇବେଲ

ଯୀଶୁ ଡଙ୍ଗା ରେ ବସି ଚାଲି ୟିବାକୁ ପ୍ରସ୍ତୁତ ହେଲେ। ୟିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ବାରା ଆକ୍ରାନ୍ତ ହାଇେଥିଲା, ସେ ଯୀଶୁଙ୍କ ସହିତ ୟିବାକୁ ତାହାଙ୍କୁ ଅନୁ ରୋଧ କଲା।

Cross references

ଗୀତସଂହିତା 116:12

ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?

ମାର୍କଲିଖିତ ସୁସମାଚାର 5:7

ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।

ମାର୍କଲିଖିତ ସୁସମାଚାର 5:17

ତା'ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡି ଚାଲିୟିବାକୁ ଅନୁରୋଧ କଲେ।

ଲୂକଲିଖିତ ସୁସମାଚାର 8:38

କିନ୍ତୁ ଯେଉଁ ଲୋକଠାରୁ ଦହରେୁ ଭୂତଗୁଡିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ୟିବାକୁ ଅନୁ ରୋଧ କଲା।

ଲୂକଲିଖିତ ସୁସମାଚାର 17:15

ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।

ଲୂକଲିଖିତ ସୁସମାଚାର 23:42

ତା'ପରେ ସହେି ଅପରାଧୀଟି ଯୀଶୁଙ୍କୁ କହିଲା, ଯୀଶୁ, ଆପଣ ଯେତବେେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତବେେଳେ ମାେତେ ମନେ ପକାଇବେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:23

ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।

Interlinear

Choose Theme