ସମସ୍ତ ଯିହୂଦୀୟମାନେ ମାରେ ସମ୍ପୂର୍ଣ୍ଣ ଜୀବନ ବିଷୟ ରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶ ରେ ଓ ପରେ ୟିରୂଶାଲମ ରେ କିପରି ବାସ କରିଥିଲି, ତାହା ସମାନେେ ଜାଣନ୍ତି।
Cross references
ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।
ତୁମ୍ଭମାନେେ ମାେ ପୁର୍ବଜୀବନ ବିଷୟ ରେ ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରମେଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି ଦବୋ ପାଇଁ ଚେଷ୍ଟା କରିଥିଲି।
ମାରେ ଜନ୍ମ ହବୋର ଆଠ ଦିନପରେ, ମାରେସୁନ୍ନତ କରାଯାଇଥିଲା। ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ବିନ୍ଯାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମାେ ପାଇଁ ମାଶାଙ୍କେ ବ୍ଯବସ୍ଥା ଆଜି ଗୁରୁତ୍ବପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ।
କିନ୍ତୁ ତୁମ୍ଭେ ସମସ୍ତେ ମାେତେ ଜାଣିଛ। ଏହା ମଧ୍ଯ ଜାଣିଛ ଯେ ମୁଁ କ'ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁ ହେ। ମାେ ଜୀବନର ଉଦ୍ଦେଶ୍ଯ ବିଷୟ ରେ ମଧ୍ଯ ତୁମ୍ଭେ ଜାଣିଛ। ତୁମ୍ଭେ ମାରେ ବିଶ୍ବାସ, ର୍ଧୈୟ୍ଯ, ପ୍ ରମେ ବିଷୟ ରେ ଜାଣିଛ ଓ ଏହା ମଧ୍ଯ ଜାଣିଛ ଯେ ମୁଁ କବେେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ।