Home Bibles ଦାନିଏଲ 6:25 · ଓଡ଼ିଆ ବାଇବେଲ
ଦାନିଏଲ 6:25 · ଓଡ଼ିଆ ବାଇବେଲ

ସେତବେେଳେ ଦାରିଯାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋ୍ଠି, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ଯରୂପ ରେ ଶାନ୍ତି ହେଉ।

Cross references

ଦିତୀୟ ବିବରଣ 19:19

ତବେେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହାପ୍ରତି ସହେିପରି କରିବ ଏବଂ ଏହି ପ୍ରକା ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିବା ଉଚିତ୍।

ଏଜ୍ରା 1:1

ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।

ଏଜ୍ରା 4:17

ଏଥି ରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ଶମରିଯା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସପୋରିସ୍ଥ ଦେଶୀଯ ଅନ୍ଯାନ୍ଯ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ।

ଏଷ୍ଟର ବିବରଣ 3:12

ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।

ଏଷ୍ଟର ବିବରଣ 7:10

ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଏଷ୍ଟର ବିବରଣ 8:9

ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତଇେଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖଯର ଆଜ୍ଞା ଅନୁସାରେ ସମସ୍ତ ୟିହୁଦୀଯମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରେତ୍ୟକକ ପ୍ରଦେଶର ଅକ୍ଷାରାନୁସା ରେ କ୍ଷତିପାଳ ଓ ଶାସନକର୍ତ୍ତା ଓ ପ୍ରଦଶାଧେିପତିମାନଙ୍କ ନିକଟକୁ। ପୁଣି ପ୍ରେତ୍ୟକକ ଗୋଷ୍ଠୀକି ସମାନଙ୍କେ ଭାଷାନୁସା ରେ, ଆଉ ୟିହୁଦୀଯ ଲୋକମାନଙ୍କ ନିକଟକୁ ସମାନଙ୍କେ ଅକ୍ଷର ଓ ଭାଷାନୁସା ରେ ପତ୍ର ଲଖାଗେଲା।

ଗୀତସଂହିତା 7:15

ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ହିତୋପଦେଶ 11:8

ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

ଦାନିଏଲ 4:1

ସମୁଦାଯ ପୃଥିବୀ ନିବାସୀ ୟାବତୀଯ ଗୋଷ୍ଠୀ, ଦେଶୀଯ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ଯରୂପେ ଶାନ୍ତି ହେଉ।

ପିତରଙ୍କ ପ୍ରଥମ ପତ୍ 1:2

ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।

ପିତରଙ୍କ ଦିତୀୟ ପତ୍ର 1:2

ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।

ଯିହୂଦାଙ୍କ ପତ୍ର 1:2

ପରମେଶ୍ବରଙ୍କର ଦୟା, ପ୍ ରମେ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭମାନେେ ଭୋଗ କର।

Interlinear

Choose Theme