କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।
Cross references
ତୁମ୍ଭେ ଦ୍ରାକ୍ଷାବୃକ୍ଷ ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। ଦ୍ରାକ୍ଷାଲତା ସମସ୍ତ ଦେଶରେ ବ୍ଯାପିଗଲା।
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,
ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।
କୌଣସି ବ୍ଯକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମାରେ ପବିତ୍ର ପର୍ବତ ରେ କୌଣସି ବ୍ଯକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷଯ ରେ ସମାନଙ୍କେ ପରିପୂର୍ଣ୍ଣ ଜ୍ଞାନ ହବେ। ସମୁଦ୍ର ଯେପରି ଜଳ ରେ ପରିପୂର୍ଣ୍ଣ ପୃଥିବୀ ସହେିପରି ସଦାପ୍ରଭୁ ବିଷଯକ ଜ୍ଞାନ ରେ ପରିପୂର୍ଣ୍ଣ ହବେ।
ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ। ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।
ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।
ମୁଁ ଶୟ୍ଯା ରେ ଶୋଇଥିଲା ବେଳେ ମାେ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳ ରେ ମଧ୍ଯସ୍ଥଳ ରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।
ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।