ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।
Cross references
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
କ୍ଷତରେେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ଯ ଫସଲରେ ପୂର୍ଣ୍ଣ ହାଇେ ଲିବାନୋନ୍ କ୍ଷତେ ତୁଲ୍ଯ ଉର୍ବର ହେଉ। କ୍ଷତଗେୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।
କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।
ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧିଅରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନବେେ। କାରଣ ସେ ମୃତ୍ଯୁ ମୁଖ ରେ ତାଙ୍କର ଜୀବନ ଦଇେ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ।
କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାର ରେ ପରିଣତ ହବେ ଓ କ୍ଷୁଦ୍ରତମ ଦୁର୍ବଳ ବ୍ଯକ୍ତି ବଳବାନ୍ ଗୋଷ୍ଠୀ ରେ ପରିଣତ ହବେ। ଆମ୍ଭେ ସଦାପ୍ରଭୁ ଯଥା କାଳ ରେ ଏହା ଶୀଘ୍ର ଘଟାଇବା।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।
ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହାଇନେଥିବା ଏକ ପ୍ରସ୍ତର ଶୂନ୍ଯ ରେ ଉଡିଆସି ସହେି ପ୍ରତିମାର ଲୌହ ଓ ମୃତ୍ତିକାମଯ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।
ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।
ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା। ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ।
ସହେିଦିନ ସଦାପ୍ରଭୁ ପୁନର୍ବାର ୟିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦବେେ। ଏପରିକି ସବୁଠାରୁ ଦୁର୍ବଳ ବ୍ଯକ୍ତି ମଧ୍ଯ ସହେିଦିନ ଦାଉଦଙ୍କ ପରି ହବେ। ସହେିଦିନ ଆଉ ମଧ୍ଯ ଦାଉଦଙ୍କ ପରିବାର ଲୋକ ଦବେତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖ ରେ ହବେେ।
ସହେିଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହବେ ନାହିଁ।
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
ତା'ପରେ ଯୀଶୁ ସହେି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ସ୍ବର୍ଗରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ତାକୁ ନଇେ ତା' କ୍ଷତେ ରେ ଲଗାଏ.
ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି?
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ଯରୁ ଅନକେ ଲୋକ ସମାନଙ୍କେ ବାର୍ତ୍ତା ବିଶ୍ବାସ କଲେ। ତେଣୁ ବର୍ତ୍ତମାନ ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ବାସୀ ଥିଲେ।
ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ବାସ କଲେ। ସମାନେେ ବିଶ୍ବାସୀଙ୍କ ଦଳ ରେ ସଂୟୁକ୍ତ ହେଲେ।
ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହାଇେ ଚ଼ାରିଆଡ଼େ ବ୍ଯାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠା ରେ ବିଶ୍ବାସ କଲେ।
ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,
ତା'ପରେ ମୁଁ ସ୍ବର୍ଗରୁ ଜଣେ ସ୍ବର୍ଗଦୂତଙ୍କୁ ଓହ୍ଲାଇବାର ଦେଖିଲି। ତାହାଙ୍କ ପାଖ ରେ ପାତାଳର ଅତଳ ଗହ୍ବରର ଗ୍ଭବି ଥିଲା। ତାହାଙ୍କ ହାତ ରେ ଗୋଟିଏ ବଡ଼ ଶିକୁଳି ଥିଲା।