Home Bibles ଦାନିଏଲ 4:20 · ଓଡ଼ିଆ ବାଇବେଲ
ଦାନିଏଲ 4:20 · ଓଡ଼ିଆ ବାଇବେଲ

ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।

Cross references

ଯିହିଜିକଲ 31:3

ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।

ଯିହିଜିକଲ 31:16

ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

ଦାନିଏଲ 4:10

ମୁଁ ଶୟ୍ଯା ରେ ଶୋଇଥିଲା ବେଳେ ମାେ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳ ରେ ମଧ୍ଯସ୍ଥଳ ରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।

Interlinear

Choose Theme