Home Bibles ହିତୋପଦେଶ 4:18 · ଓଡ଼ିଆ ବାଇବେଲ
ହିତୋପଦେଶ 4:18 · ଓଡ଼ିଆ ବାଇବେଲ

ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,

Cross references

ବିଚାରକର୍ତାମାନଙ୍କ ବିବରଣ 5:31

ହେ ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃ ଏହିପରି ବିନଷ୍ଠ ହକ୍ସ୍ଟଅନ୍ତକ୍ସ୍ଟ। ମାତ୍ର, ତାଙ୍କର ପ୍ ରମେକାରୀମାନେ ସ୍ବପରାକ୍ରମ ରେ ଗତିକାରି ସୂର୍ୟ୍ଯ ତକ୍ସ୍ଟଲ୍ଯ ହକ୍ସ୍ଟଅନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 23:4

ଏହି ଲୋକ ଉଦିତ ସୂର୍ୟ୍ଯ ରେ ଦିଲ୍ଗି ତକ୍ସ୍ଟଲ୍ଯ ଉଜ୍ଜଲମାନ ହବେ। ସେ ଲୋକ ବାଦଲ ବିହୀନ ପ୍ରଭାତ ତକ୍ସ୍ଟଲ୍ଯ, ତକ୍ସ୍ଟଷ୍ଟି ହାଇୟୋଇଥିବା ଆକାଶ ତକ୍ସ୍ଟଲ୍ଯ, ଯେଉଁ ବୃଷ୍ଟି ସକ୍ସ୍ଟକ୍ଷ୍ମ ଘାସକକ୍ସ୍ଟ ବଢାଏ।

ଆୟୁବ ପୁସ୍ତକ 11:17

ତା'ପରେ ତୁମ୍ଭର ଜୀବନ ମଧ୍ଯାହ୍ନର ସୂର୍ୟ୍ଯ କିରଣଠାରୁ ଆହୁରି ନିର୍ମଳ ହବେ। ଜୀବନର ଅନ୍ଧକାରମଯ ସମୟଗୁଡ଼ିକ ପ୍ରଭାତର ସୂର୍ୟ୍ଯ ତୁଲ୍ଯ ଚକ୍ଚକ୍ ହବେ।

ଆୟୁବ ପୁସ୍ତକ 23:10

ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।

ଗୀତସଂହିତା 84:7

ସମାନେେ ପ୍ରେତ୍ୟକକ ସିୟୋନ୍ରେ ପରମେଶ୍ବରଙ୍କ ଆଗରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି।

ଗୀତସଂହିତା 97:11

ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି।

ହିତୋପଦେଶ 13:9

ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।

ଯିଶାଇୟ 26:7

ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସମାନେେ ସରଳ ଓ ସତ୍ଯପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ବର, ତୁମ୍ଭେ ସହେି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।

ଦାନିଏଲ 12:3

ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।

ହୋଶେୟ 6:3

ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।

ଯିଖରିୟ 14:6

ସହେିଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହବେ ନାହିଁ।

ମାଥିଉଲିଖିତ ସୁସମାଚାର 5:14

ତୁମ୍ଭେ ଜଗତର ଆଲୋକ। ପାହାଡ ଉପରେ ଅବସ୍ଥିତ କୌଣସି ନଗରକୁ କବେେ ହେଲେ ଲୁଚଇେ ରଖାଯାଇ ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 5:16

ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ମାଥିଉଲିଖିତ ସୁସମାଚାର 5:45

ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

ଯୋହନଲିଖିତ ସୁସମାଚାର 8:12

ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:18

ଆମ୍ଭ ଚେ ହରୋଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍ଭେ ତାହାଙ୍କ ଭଳି ହବୋକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ ରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:15

ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

ପିତରଙ୍କ ଦିତୀୟ ପତ୍ର 1:19

ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।

ପିତରଙ୍କ ଦିତୀୟ ପତ୍ର 3:18

କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23

ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:5

ସଠାେରେ ଆଉ କବେେ ରାଜି ହବେ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ୟ୍ଯର ଆଲୋକ ଆଉ ଆବଶ୍ଯକ କରିବେ ନାହିଁ। ପ୍ରଭୁ ପରମେଶ୍ବର ସମାନଙ୍କେୁ ଆଲୋକ ଦବେେ। ସମାନେେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ବ କରିବେ।

Interlinear

Choose Theme