ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।
Cross references
ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।
ମୀଖାଯ ଉତ୍ତର କଲେ, ମୁଁ ସମଗ୍ର ଇଶ୍ରାୟେଲକୁ ମାଲିକହୀନ ମଷେପଲ ସଦୃଶ ଏଣେ ତଣେେ ପର୍ବତମାନଙ୍କ ରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ' ସମାନଙ୍କେର ମୂଖ୍ଯ ନାହିଁନ୍ତି, ସମାନେେ ୟୁଦ୍ଧ ନ କରି କୁଶଳ ରେ ନିଜ ନିଜ ଗୃହକୁ ଫରେି ୟାଆନ୍ତୁ।'
ଏହାପରେ ମୀଖାଯ କହିଲେ, ମୁଁ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସମାନେେ ମଷେପାଳକ ବିହୀନ ମଷେତୁଲ୍ଯ ଥିଲେ। ସଦାପ୍ରଭୁ କହିଲେ, ' ସମାନଙ୍କେର କୌଣସି ନେତା ନାହାନ୍ତି। ପ୍ରେତ୍ୟକକ ଲୋକ ନିରାପଦ ରେ ନିଜ ଗୃହକୁ ଫରେିଯାଉ।'
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।
ଆମ୍ଭର ଲୋକମାନେ ହଜିଲା ମଷେ ସଦୃଶ ହାଇେଅଛନ୍ତି। ସମାନଙ୍କେର ପାଳକମାନେ ସମାନଙ୍କେୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତ ରେ ସମାନଙ୍କେୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସମାନେେ ପର୍ବତରୁ ଉପପର୍ବତକୁ ଗମନ କରିଛନ୍ତି। ଆଉ ସମାନେେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
ଡଙ୍ଗାରୁ ବାହାରି ଆସିବା ବଳକେୁ ଯୀଶୁ ଦେଖିଲେ, ସଠାେରେ ବହୁତ ଲୋକ ଜମା ହାଇେଛନ୍ତି। ଲୋକଙ୍କ ଉପରେ ତାହାଙ୍କର ଦୟା ହେଲା। ସେ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କରିଲେ।
ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।
କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସମାନେେ ତାହାଙ୍କର ଅନୁସରଣ କଲେ। ଯୀଶୁ ସମାନଙ୍କେୁ ସ୍ବାଗତ କଲେ ଏବଂ ସମାନଙ୍କେୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।