Home Bibles ଯୋହନଲିଖିତ ସୁସମାଚାର 11:7 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 11:7 · ଓଡ଼ିଆ ବାଇବେଲ

ତାପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଚାଲ, ଆମ୍ଭେ ୟିହୂଦା ପ୍ରଦେଶକୁ ଫରେିୟିବା।

Cross references

ଲୂକଲିଖିତ ସୁସମାଚାର 9:51

ଯୀଶୁ ଜଗତ ଛାଡି ସ୍ବର୍ଗକୁ ଫରେିୟିବାର ସମୟ ପାଖଇେ ଆସୁଥିଲା। ଯୀଶୁ ୟିରୂଶାଲମ ୟିବାକୁ ସ୍ଥିର କଲେ।

ଯୋହନଲିଖିତ ସୁସମାଚାର 10:40

ତା'ପରେ ଯୀଶୁ ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ପହନ୍ଚିଲେ। ଯୋହନ ପ୍ରଥମେ ଯେଉଁଠା ରେ ବାପ୍ତିସ୍ମ ଦେଉଥିଲେ, ସେ ସହେି ସ୍ଥାନକୁ ଆସିଲେ ଓ ସଠାେରେ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:36

ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:22

କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।

Interlinear

Choose Theme