Home Bibles ଲୂକଲିଖିତ ସୁସମାଚାର 9:20 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:20 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କ'ଣ କହୁଛ?

Cross references

ମାଥିଉଲିଖିତ ସୁସମାଚାର 5:47

ଯଦି ତୁମ୍ଭେ କବଳେ ନିଜ ଭାଇ- ବନ୍ଧୁମାନଙ୍କୁ ନମସ୍କାର କର ତବେେ ତୁମ୍ଭେ ଅନ୍ୟମାନଙ୍କଠାରୁ କ'ଣ ଅଧିକ କଲ? ବିଧର୍ମୀମାନେ କ'ଣ ଏଭଳି କରନ୍ତି ନାହିଁ କି?

ମାଥିଉଲିଖିତ ସୁସମାଚାର 16:15

ଯୀଶୁ କହିଲେ, ମୁଁ କିଏ ବୋଲି ତୁମ୍ଭେ କ'ଣ କହୁଛ?

ମାଥିଉଲିଖିତ ସୁସମାଚାର 22:42

ଯୀଶୁ କହିଲେ, ଖ୍ରୀଷ୍ଟଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମନେ କରୁଛ? ସେ କାହାର ପୁଅ?

ମାଥିଉଲିଖିତ ସୁସମାଚାର 26:63

ଯୀଶୁ କିନ୍ତୁ ଚୁପ୍ ରହିଲେ।

ମାର୍କଲିଖିତ ସୁସମାଚାର 8:29

ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ତୁମ୍ଭମାନେ କ'ଣ କହୁଛ?

ମାର୍କଲିଖିତ ସୁସମାଚାର 14:61

କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।

ଲୂକଲିଖିତ ସୁସମାଚାର 22:67

ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।

ଯୋହନଲିଖିତ ସୁସମାଚାର 1:41

ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)

ଯୋହନଲିଖିତ ସୁସମାଚାର 1:49

ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।

ଯୋହନଲିଖିତ ସୁସମାଚାର 4:29

ମୁଁ ଯାହା କିଛିକରିଛି, ପ୍ରେତ୍ୟକକ କଥା ମାେତେ ଜଣେ ଲୋକ କହି ଦେଲେ। ତୁମ୍ଭେ ସହେି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହାଇେ ପାରନ୍ତି।

ଯୋହନଲିଖିତ ସୁସମାଚାର 4:42

ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।

ଯୋହନଲିଖିତ ସୁସମାଚାର 6:68

ଶିମାନେ ପିତର ଉତ୍ତର ଦେଲେ, ପ୍ରଭୁ, ଆମ୍ଭେ କାହା ପାଖକୁ ୟିବୁ? ତୁମ୍ଭ ପାଖ ରେ ଅନନ୍ତ ଜୀବନ ଅଛି।

ଯୋହନଲିଖିତ ସୁସମାଚାର 7:41

ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।

ଯୋହନଲିଖିତ ସୁସମାଚାର 11:27

ମାର୍ଥା ଉତ୍ତର ଦେଲେ, ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।

ଯୋହନଲିଖିତ ସୁସମାଚାର 20:31

କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:36

ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:22

କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହାଇେ ଉଠିଲେ। ସେ ପ୍ରମାଣ କରି ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ ଥିଲା ଯେ, ଦମ୍ମସକରେ ଯିହୂଦୀମାନେ ଏ ବିଷୟ ରେ ତାହାଙ୍କ ସହିତ ୟୁକ୍ତି କରିପାରୁ ନଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:3

ସେ ପବିତ୍ର ବାକ୍ଯ ବୁଝଇେଲେ ଓ ସମାନଙ୍କେୁ ପ୍ରମାଣ ଦଇେ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ଯୁରୁ ପୁନର୍ଜୀବିତ ହବୋର ଆବଶ୍ଯକତା ଥିଲା। ପାଉଲ କହିଲେ, ଏହି ଯୀଶୁ, ଯାହାଙ୍କ ବିଷୟ ରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚ଼ାର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।

ଯୋହନଙ୍କ ପ୍ରଥମ ପତ୍ର 5:1

ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ପରମେଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ ରମେ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ ରମେ କରେ।

Interlinear

Choose Theme