Home Bibles ଲୂକଲିଖିତ ସୁସମାଚାର 9:21 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:21 · ଓଡ଼ିଆ ବାଇବେଲ

କିନ୍ତୁ ଯୀଶୁ ଏ ବିଷୟ ରେ କାହାକୁ ନକହିବା ପାଇଁ ଚତାବେନୀ ଦଇେ ସମାନଙ୍କେୁ କହିଲେ,

Cross references

ମାଥିଉଲିଖିତ ସୁସମାଚାର 16:20

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।

ମାଥିଉଲିଖିତ ସୁସମାଚାର 17:9

ଯୀଶୁ ଓ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଦେଶ ଦେଲେ, ପର୍ବତ ଉପରେ ତୁମ୍ଭମାନେେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନର୍ଜୀବିତ ହବୋ ପର୍ୟ୍ଯନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହା ସବୁ ଦେଖିଛ, ତାହା ଲୋକଙ୍କ ଆଗ ରେ କହିପାର।

ମାର୍କଲିଖିତ ସୁସମାଚାର 8:30

ତା'ପରେ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କାହାରିକୁ କିଛି କୁହ ନାହିଁ।

Interlinear

Choose Theme