ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।
Cross references
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
ଯୋହନ ମଧ୍ଯ ଏ ନୋନ ଗ୍ରାମ ରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏ ନୋନ ଶାଲମ ନଗର ନିକଟବର୍ତ୍ତୀ। ସଠାେରେ ପ୍ରଚୁର ଜଳ ଥିବାରୁ ଯୋହନ ସଠାେରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସଠାେକୁ ବାପ୍ତିଜିତ ହବୋପାଇଁ ଯାଉଥିଲେ।
ତା'ପରେ ପିତର କହିଲେ, ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
ୟିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ345 ସହିତ ଆସିଥିଲେ। କବଳେ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସହେି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ଯ ସାକ୍ଷ୍ଯ ଦେଲେ। ଆତ୍ମା ହିଁ ସତ୍ଯ।