Home Bibles ଲୂକଲିଖିତ ସୁସମାଚାର 8:29 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:29 · ଓଡ଼ିଆ ବାଇବେଲ

ଯୀଶୁ ଭୂତକୁ ସହେି ଲୋକଟି ଦହରେୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗ ରେ ପଡିଯାଇ ଉଚ୍ଚ ସ୍ବର ରେ ପାଟି କରି କହିଲା, ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମାେ'ଠାରୁ କ'ଣ ଚାହୁଁଛ? ମୁଁ ଅନୁ ରୋଧ କରୁଛି, ମାେତେ ଦଣ୍ଡ ଦିଅ ନାହିଁ।

Cross references

ମାର୍କଲିଖିତ ସୁସମାଚାର 5:3

ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।

ମାର୍କଲିଖିତ ସୁସମାଚାର 5:8

ଯୀଶୁ ଏପରି କରିବା ଦ୍ବାରା ସହେି ଲୋକ ବଡ ପାଟି ରେ ଚିତ୍କାର କରି କହିଲା, ସବୁଠାରୁ ମହାନ ପରମେଶ୍ବରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମାେ ଠାରୁ କ'ଣ ଚାହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମାେତେ ହଇରାଣ କରନାହିଁ।

ମାର୍କଲିଖିତ ସୁସମାଚାର 9:20

ତେଣୁ ଶିଷ୍ଯମାନେ ପିଲାକୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ ରେ ପିଲାକୁ ଆକ୍ରମଣ କଲା। ସହେି ପିଲା ତଳେ ପଡିଯାଇ ଗଡିଗଲା। ତା' ପାଟିରୁ ଫଣେ ବାହାରିଲା।

ଲୂକଲିଖିତ ସୁସମାଚାର 9:39

ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।

ଲୂକଲିଖିତ ସୁସମାଚାର 9:42

ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଚାଡି ଦଲୋ। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠାେର ଧମକ ଦେଲେ। ଏହାପରେ ପିଲାଟି ସୁସ୍ଥ ହାଇଗେଲା। ଯୀଶୁ ତାହାକୁ ତା' ବାପା ପାଖ ରେ ସମର୍ପି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:12

ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନଇେ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସମାନେେ ରୋଗରୁ ସୁସ୍ଥ ହାଇଯୋଉଥିଲେ। ସମାନଙ୍କେ ମଧ୍ଯରୁ ଭୂତାତ୍ମା ମଧ୍ଯ ଚ଼ାଲିଯାଉଥିଲା।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:25

ଯେଉଁମାନେ ତାଙ୍କୁ ବି ରୋଧ କରନ୍ତି, ସମାନଙ୍କେୁ ଭଦ୍ର ଭାବରେ ଶିଖାଇବା ଉଚିତ। ହୁଏତ ପରମେଶ୍ବର ସମାନଙ୍କେ ହୃଦୟ ରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରବେେ, ଯାହାଦ୍ବାରା ସମାନେେ ସତ୍ଯକୁ ଗ୍ରହଣ କରିବେ।

Interlinear

Choose Theme